ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକକୁ ନିନ୍ଦା କଲେ ବୈଜୟନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 3, 2018

ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକକୁ ନିନ୍ଦା କଲେ ବୈଜୟନ୍ତ

baijayanta

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଳାସପୁର କେନ୍ଦ୍ରୀୟ ଜେଲର ଜଣେ କଏଦୀ ଧମକ ଦେବା ଘଟଣାକୁ ନିନ୍ଦା କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା।
baijayantaଟ୍ୱିଟ୍‌ କରି ସେ କହିଛନ୍ତି, “ଫୌଜଦାରୀ ବିଚାର ବ୍ୟବସ୍ଥାରେ ସଂସ୍କାର ଅଣାଯିବା ଉଚିତ। ଏଥିରେ ଜେଲ୍ ସଂସ୍କାର ମଧ୍ୟ ଅନ୍ତର୍ଭୁକ୍ତ। ଏହା ସମସ୍ତଙ୍କୁ ଜଣା ଯେ, ଜେଲ୍‌ରେ ଥାଇ ବି ଅପରାଧୀମାନେ ବାହାରେ ନିଜ କାର୍ଯ୍ୟକଳାପ ଜାରି ରଖିଥାନ୍ତି। ଏସବୁ ବନ୍ଦ ହେବା ଉଚିତ୍‌।”



from Odisha Reporter https://ift.tt/2LUdDwM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages