
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗଣେଶ ପୂଜା ଅବସରରେ ପରଦାକୁ ଅସିଛି ନୂଆ ଓଡ଼ିଆ ଫିଲ୍ମ ‘ଇସ୍କ ପୁଣି ଥରେ’। ଫିଲ୍ମରେ ମୁଖ୍ୟ ଭୂମିକାରେ ଅରିନ୍ଦମ ଓ ଏଲିନାଙ୍କୁ ଦେଖିବାକୁ ମିଳୁଛି।
ପ୍ରଥମ ଦିନରୁ ଫିଲ୍ମକୁ ଦର୍ଶକଙ୍କ ଭଲ ରେସ୍ପନ୍ସ ମିଳିଛି। ଅରିନ୍ଦମ ଏବଂ ଏଲିନାଙ୍କ କେମେଷ୍ଟ୍ରିକୁ ଦର୍ଶକେ ବେଶ ପସନ୍ଦ କରୁଛନ୍ତି। ଫିଲ୍ମ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା।
କଟକ ଜୟଶ୍ରୀ ସିନେମା ହଲରେ ଫିଲ୍ମର ପ୍ରିମିୟର ଅନୁଷ୍ଠିତ ହୋଇଛି।
ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ ହୋଇଛି ଫିଲ୍ମ୍ ‘ଇସ୍କ୍ ପୁଣିଥରେ’।
‘ଇସ୍କ୍ ପୁଣିଥରେ’ ଫିଲ୍ମ ୨୦୧୫ରେ ରିଲିଜ୍ ହୋଇଥିବା ଓଡ଼ିଆ ଫିଲ୍ମ ‘ଇଷ୍କ ତୁ ହି ତୁ’ ଫିଲ୍ମର ସିକ୍ୱେଲ୍।
from Odisha Reporter https://ift.tt/2p3yXqn
No comments:
Post a Comment