୧୮ ସେପ୍ଟେମ୍ବର, ମଙ୍ଗଳବାର: ଏହି ରାଶିର ବ୍ୟକ୍ତି ଧନହାନୀର ସମ୍ମୁଖୀନ ହୋଇପାରନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 17, 2018

୧୮ ସେପ୍ଟେମ୍ବର, ମଙ୍ଗଳବାର: ଏହି ରାଶିର ବ୍ୟକ୍ତି ଧନହାନୀର ସମ୍ମୁଖୀନ ହୋଇପାରନ୍ତି

Rasi-Fala-7

ମେଷ: ସ୍ୱାସ୍ଥ୍ୟ ଠିକ ରହିବ। ପିଲାମାନଙ୍କ ପକ୍ଷରୁ ଶୁଭ ଖବର ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ।
ବୃଷ: କାମର ଚାପ ରହିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଗୁଡ଼ ଖାଇ ଘରୁ ବାହାରନ୍ତୁ, ସମସ୍ୟାର ସମାଧାନ ହୋଇଯିବ।
ମିଥୁନ: ପାରିବାରିକ ଜୀବନରେ ଲାଗି ରହିଥିବା ମତାନ୍ତର ଦୂର ହେବ। ପ୍ରିୟ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ। ହଠାତ୍‌ ଧନ ପ୍ରାପ୍ତିର ଯୋଗ ରହିଛି।
କର୍କଟ: ବ୍ୟବସାୟରେ ଲାଭବାନ ହେବେ। ଧନ ପ୍ରାପ୍ତିର ଯୋଗ ରହିଛି। ବ୍ୟସ୍ଥତା ମଧ୍ୟରେ ଦିନଟି କଟିବ।
ସିଂହ: ପିଲାମାନଙ୍କ ଭାଗ୍ୟରେ ଉନ୍ନତି ଘଟିବ। ଚାକିରିରେ ପଦୋନ୍ନତିର ଯୋଗ ରହିଛି। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।
କନ୍ୟା: ଖାଇବା, ପିଇବା ଉପରେ ନଜର ରଖନ୍ତୁ। ଧନହାନୀର ଯୋଗ ରହିଛି। ଲାଲ ରଙ୍ଗର ଫଳ ଦାନ କରନ୍ତୁ, ସମସ୍ୟା ଟଳିଯିବ।
ତୁଳା: ଚାକିରି ଓ ବ୍ୟବସାୟରେ ସଫଳତା ମିଳିବାର ଯୋଗ ରହିଛି। ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି।
ବିଛା: ଶିକ୍ଷା ଓ ପ୍ରତିଯୋଗିତା ମୂଳକ କ୍ଷେତ୍ରରେ ସଫଳତା ପାଇବେ। ନୂଆ କାମ ହାତକୁ ନେଇପାରନ୍ତି। ଘରେ ଶୁଭ କାମ ହେବ।
ଧନୁ: କ୍ୟାରିଅରରେ ସଫଳତା ମିଳିବାର ଯୋଗ ରହିଛି। ଅଟକି ରହିଥିବା କାମ ହୋଇଯିବ। ଉପହାର ଓ ମାନ-ସମ୍ମାନ ମିଳିବ।
ମକର: ମାନିକ ଅଶାନ୍ତିରେ ଦିନଟି କଟିବ। ବାଦ ବିବାଦରୁ ଦୂରେଇ ରୁହନ୍ତୁ। ନିଜ କଥା ପରେ ନିୟନ୍ତ୍ରଣ ରଖନ୍ତୁ।
କୁମ୍ଭ: ଋଣ ପରିଶୋଧର ସୁଯୋଗ ପାଇବେ। ଧନ ପ୍ରାପ୍ତିର ଯୋଗ ରହିଛି। ଦିନଟି ବ୍ୟସ୍ଥତା ମଧ୍ୟରେ କଟିବ।
ମୀନ: ପିଲାମାନଙ୍କ ସମସ୍ୟା ଦୂର ହେବ। ଧନ ପ୍ରାପ୍ତିର ଯୋଗ ରହିଛି। ବନ୍ଧୁ ପରିଜନଙ୍କ ପାଖରୁ ଭଲ ଖବର ପାଇବେ।



from Odisha Reporter https://ift.tt/2xt6rT7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages