ସ୍କାନର୍‌ରେ ‘ସୁନ୍ଦରୀ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 16, 2018

ସ୍କାନର୍‌ରେ ‘ସୁନ୍ଦରୀ’

Sundari

ଅନୁଗୋଳ (ବିରଜା ଦାସ): ସାତକୋଶିଆ ଅଭୟାରଣ୍ୟରେ ଛଡ଼ା ଯାଇଥିବା ବାଘୁଣୀ ‘ସୁନ୍ଦରୀ’ ମଣିଷ ମାରୁଥିବା ଅଭିଯୋଗ ହେବା ପରେ ଜଙ୍ଗଲ ଆଖପାଖ ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଛି। ଏହି ଅଭିଯୋଗକୁ ଭିତ୍ତି କରି ଡେରାଡୁନ୍‌ରୁ ଆସିଥିବା ୱାଇଲ୍ଡ ଲାଇଫ୍ ଇନ୍‌ଷ୍ଟିଚ୍ୟୁଟ୍‌ର ସ୍ୱତନ୍ତ୍ର  ଟିମ୍ ‘ସୁନ୍ଦରୀ’ର ଗତିବିଧି ଅନୁଧ୍ୟାନ ଆରମ୍ଭ କରିଛି।

ଏହି ଟିମ୍‌ ବାଘୁଣୀ ‘ସୁନ୍ଦରୀ’ର ଆଚରଣ ଓ ବିଚରଣକୁ ଟିକିନିଖି ଯାଞ୍ଚ୍‌ କରିବ। ଏହି ଯାଞ୍ଚ୍‌ ପରେ ‘ସୁନ୍ଦରୀ’କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ନା ଅନ୍ୟ କିଛି ବିକଳ୍ପ ପଦକ୍ଷେପ ନିଆଯିବ, ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ବାଘୁଣୀ ‘ସୁନ୍ଦରୀ’ ଏବେ ସାତକୋଶିଆ ଅଭୟାରଣ୍ୟ ସଂଲଗ୍ନ ଆଠମଲ୍ଲିକର ବନାଞ୍ଚଳରେ ବିଚରଣ କରୁଥିବା ଜଣାପଡ଼ିଛି।



from Odisha Reporter https://ift.tt/2xmjTId

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages