ଥାନା ଭିତରକୁ ଧସେଇ ପଶିଲା ଗାଡ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 30, 2018

ଥାନା ଭିତରକୁ ଧସେଇ ପଶିଲା ଗାଡ଼ି

jaypur

ଜୟପୁର (ଟି.ଗୌରୀଶଙ୍କର): କୋରାପୁଟ ଜିଲ୍ଲା ଜୟପୁର ଟାଉନ ଥାନା ଭିତରୁ ପୂରା ଫିଲ୍ମ ଷ୍ଟାଇଲରେ ଆଜି ଏକ ଗାଡ଼ି ଧସେଇ ପଶିଛି। ଗାଡ଼ିଟି ଥାନା ପରିସରରେ ଥିବା ଫ୍ଲାଗ ହଏଷ୍ଟିଙ୍ଗ ପୋଷ୍ଟକୁ ଭାଙ୍ଗି ଦେଇଛି।

ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ତେବେ କାହିଁକି ଓ କେଉଁ ପରିସ୍ଥିତିରେ ଅଭିଯୁକ୍ତମାନେ ଥାନାକୁ ଧସେଇ ପଶିଲେ ତାହା ଜଣାପଡିନି।



from Odisha Reporter https://ift.tt/2zFV0cM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages