ଫେରିଲେ ସୁରମୟୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 10, 2018

ଫେରିଲେ ସୁରମୟୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମନଛୁଆଁ ମ୍ୟୁଜିକ୍‌ ସାଙ୍ଗକୁ ଜବରଦସ୍ତ୍‌ ଡ୍ୟାନ୍ସ୍‌। ମୁକ୍ତିଲାଭ ଅପେକ୍ଷାରେ ଥିବା ଓଡ଼ିଆ ଫିଲ୍ମ୍‌ ‘କ୍ରିଷ୍ଣା’ର ଅଡିଓ ରିଲିଜ୍‌ ହୋଇଛି। ଦିନ ମଜୁରିଆରୁ ଦେଶର ବେଷ୍ଟ୍‌ ଡ୍ୟାନ୍ସର୍‌ ପାଲଟିଥିବା ପ୍ରିନ୍ସ୍‌ ଡ୍ୟାନ୍ସ୍‌ ଗ୍ରୁପ୍‌ର ମୁଖ୍ୟ କ୍ରିଷ୍ଣାଙ୍କ ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ନିର୍ମାଣ ହୋଇଛି ଫିଲ୍ମ ‘କ୍ରିଷ୍ଣା, ଷ୍ଟୋରୀ ଅଫ୍‌ ଏ ଡ୍ୟାନ୍ସର’।

ଫିଲ୍ମର ମୁଖ୍ୟ ଭୂମିକାରେ ଅଛନ୍ତି ଅଭିନେତ୍ରୀ ସୁରମୟୀ। ପୂର୍ବରୁ ଓଲିଉଡ୍‌ରେ ନିଜର ଯାଦୁ ଦେଖାଇ ସାରିଥିବା ସୁରମୟୀଙ୍କର ଏହା ହେଉଛି ତୃତୀୟ ଫିଲ୍ମ। ଏଥିରେ ତାଙ୍କର ବଳିଷ୍ଠ ଅଭିନୟ ସାଙ୍ଗକୁ ଦମ୍‌ଦାର ଡ୍ୟାନ୍ସ୍‌ ମଧ୍ୟ ରହିଛି।

ଫିଲ୍ମ୍‌ରେ ୬ଟି ଗୀତ ରହିଛି। ଅନନ୍ୟା ଓ ଅର୍ପିତାଙ୍କ ଭଳି ଲୋକପ୍ରିୟ କଣ୍ଠଶିଳ୍ପୀ ଏଥିରେ କଣ୍ଠଦାନ କରିଛନ୍ତି।

ଫିଲ୍ମର ପ୍ରଯୋଜନା କରିଛନ୍ତି ପ୍ରିନ୍ସ୍‌ ଡ୍ୟାନ୍‌ସ୍‌ ଗ୍ରୁପ୍‌ର ମୁଖ୍ୟ କ୍ରିଷ୍ଣା।



from Odisha Reporter https://ift.tt/2ObZXze

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages