କର୍ଣ୍ଣାଟକ ପୌର ନିର୍ବାଚନ: କଂଗ୍ରେସ୍‌ଠାରୁ ପଛରେ ପଡ଼ିଲା ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 3, 2018

କର୍ଣ୍ଣାଟକ ପୌର ନିର୍ବାଚନ: କଂଗ୍ରେସ୍‌ଠାରୁ ପଛରେ ପଡ଼ିଲା ବିଜେପି

amit

ବେଙ୍ଗାଲୁରୁ(ଓଡ଼ିଶା ରିପୋର୍ଟର୍‌): ଅଗଷ୍ଟ ୩୧ ତାରିଖରେ ହୋଇଥିବା କର୍ଣ୍ଣାଟକ ପୌର ନିର୍ବାଚନ ଫଳାଫଳ ଆଜି ଘୋଷଣା ଚାଲିଛି। ଦିନ ଗୋଟାଏ ସୁଦ୍ଧା ଘୋଷିତ ଫଳାଫଳ ଅନୁସାରେ, କଂଗ୍ରେସ୍‌ ସର୍ବାଧିକ ୯୫୪ ସିଟ୍‌ ପାଇ ୧ ନମ୍ବର ଆସନରେ ରହିଥିବା ବେଳେ ବିଜେପି ୯୦୫ଟି ଆସନରେ ବିଜୟୀ ହୋଇ ଦ୍ୱିତୀୟ ସ୍ଥାନରେ ରହିଛି।

ସେହିଭଳି ଜେଡିଏସ୍‌ ୩୬୪ ଟି ସିଟ୍‌ ଅକ୍ତିଆର୍ କରିଥିବାବେଳେ ସ୍ୱାଧୀନ ପ୍ରାର୍ଥୀମାନେ ୧୯୫ ସିଟ୍‌ ହାସଲ୍ କରିଛନ୍ତି।  ଦିନ ଗୋଟାଏ ସୁଦ୍ଧା ୨,୭୦୯ ସିଟ୍‌ରୁ ୨,୫୯୨ ସିଟ୍‌ର ଫଳାଫଳ ଘୋଷଣା ହୋଇଛି।

ଆଗଷ୍ଟ ୩୧ ତାରିଖରେ ରାଜ୍ୟର ୩୦ ଜିଲ୍ଲା ମଧ୍ୟରୁ ୨୧ ଜିଲ୍ଲାର ୧୦୫ଟି ପୌରପାଳିକାରେ ନିର୍ବାଚନ ହୋଇଥିଲା। ଏଥିରେ ୨୯ଟି ସହର ପୌରପାଳିକା, ୫୩ ଟାଉନ୍‌ ଓ ୨୩ ଟାଉନ୍ ପଞ୍ଚାୟତ ସାମିଲ୍‌ ହୋଇଥିଲା।



from Odisha Reporter https://ift.tt/2oAilGP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages