ଟ୍ରାଭେରା ଧକ୍କାରେ ୩ ଷଣ୍ଢ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 1, 2018

ଟ୍ରାଭେରା ଧକ୍କାରେ ୩ ଷଣ୍ଢ ମୃତ

bull

ପାଟକୁରା (ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ପାରାଦୀପ-ଦଇତାରୀ ରୋଡ୍‌ର ନଳଦିଆ ଛକରେ ଏକ ଟ୍ରାଭେରା ଧକ୍କାରେ ୩ଟି ଷଣ୍ଢର ମୃତ୍ୟୁ ଘଟିଥିବା ବେଳେ ଆଉ ଏକ ଷଣ୍ଢ ଗୁରତର ଆହତ ହୋଇଛି।

ସୂଚନା ଅନୁସାରେ, ଗତକାଲି ବିଳମ୍ୱିତ ରାତିରେ ପାରଦୀପରୁ ଚଣ୍ଡିଖୋଲ ଆସୁଥିବା ଏହି ଟ୍ରାଭେରା ନଳଦିଆ ଛକରେ ୪ଟି ଷଣ୍ଢକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟିବା ପରେ ଡ୍ରାଇଭର ଗାଡ଼ିକୁ ମଶାକଣି ପାର୍କିଂରେ ରଖି ଫେରାର୍ ହୋଇଯାଇଛି।



from Odisha Reporter https://ift.tt/2NbrbII

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages