ଘରେ ପଶି ଯୁବକଙ୍କ ଗଳା କାଟିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 3, 2018

ଘରେ ପଶି ଯୁବକଙ୍କ ଗଳା କାଟିଦେଲେ

dhenkanal

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ସହରର ମୀନାବଜାରରେ ଜଣେ ଯୁବକଙ୍କୁ ଗଳାକାଟି ହତ୍ୟା କରାଯାଇଛି। ଯୁବକ ଜଣଙ୍କ ଘରେ ଥିବା ବେଳେ ଦୁର୍ବୃତ୍ତ ଘରେ ପଶି ଏହି କାଣ୍ଡ ଭିଆଇଛି।
ମୃତକ ଜଣଙ୍କ ହେଲେ ମଣ୍ଟୁ ପାତ୍ର। ସେ ଜଣେ ସୁନା ଦୋକାନୀ ବୋଲି ଜଣାପଡ଼ିଛି।

ତେବେ କାହିଁକି ଓ କେଉଁ କାରଣରୁ ମଣ୍ଟୁଙ୍କୁ ହତ୍ୟା କରାଗଲା, ତାହା ସ୍ପଷ୍ଟ ହୋଇନାହିଁ।

ଖବର ପାଇ ପୁଲିସ୍‌ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/2oArdfB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages