
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ରାଜ୍ୟର ୪ଟି ଜିଲ୍ଲାର ୪ଟି ସ୍ଥାନରେ ବଜ୍ରପତା ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସତର୍କ ରହିବାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ଏହି ସ୍ଥାନଗୁଡିକ ହେଲା ଖୋର୍ଦ୍ଧାର ବାଣପୁର, କୋରାପୁଟର ଜୟପୁର, ରାୟଗଡ଼ାର ଗୁଣପୁର ଏବଂ ଗଜପତି ଜିଲ୍ଲା।
from Odisha Reporter https://ift.tt/2wHlXKu
No comments:
Post a Comment