ଆପଣ କେମିତିକା ସେଓ ଖାଉଛନ୍ତି, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 26, 2018

ଆପଣ କେମିତିକା ସେଓ ଖାଉଛନ୍ତି, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):କ୍ୟାମେରା ଫ୍ରେମ୍‌ରୁ ବର୍ତ୍ତିବା ଏତେ ସହଜ ନୁହେଁ। କୌଣସି କଳାକାରନାମାକୁ ଆପଣ ଆଉ ଲୁଚାଇପାରିବେ ନାହିଁ। କାରଣ ଆପଣଙ୍କୁ କେଉଁଠି ନା କେଉଁଠି କ୍ୟାମେରା ଫଲୋ କରୁଥିବ। ଏବେ ତ ସ୍ମାର୍ଟ ଫୋନ୍‌ ଓ ସୋଶାଲ ମିଡିଆର ଜମାନା। ଆଉ ଏହା ହେଉଛି ଲୋକଙ୍କ ପାଖରେ ପହଞ୍ଚିବାର ସବୁଠୁ ସହଜ ମାଧ୍ୟମ।

ଏବେ ହେଉଛି ଭାଇରାଲ ଯୁଗ। ଆପଣ ଅନେକ ଭାଇରାଲ ଭିଡିଓ ଦେଖିଥିବେ। ଆଜି ମଧ୍ୟ ଆମେ ଆପଣଙ୍କୁ ସେମିତି ଏକ ଭିଡିଓ ଦେଖାଇବୁ ଯାହାକୁ ଦେଖିଲେ ଆପଣଙ୍କ ହୋସ୍ ଉଡ଼ିଯିବ।

ଆପଣ ନିଶ୍ଚିନ୍ତ ସେଓ ଖାଉଥିବେ ଆଉ ପିଲାମାନଙ୍କୁ ଖୁଆଉଥିବେ। ହେଲେ ଏହି ସେଓକୁ ବିକି ପେଟ ପୋଷୁଥିବା ପିଲାଟିଏ କେମିତି ଉପଭୋକ୍ତାଙ୍କ ସହ ବିଶ୍ୱାସଘାତକତା କରୁଛି ତାହା ଦେଖନ୍ତୁ। ପିଲାଟିର ବୟସ ପ୍ରାୟ ୧୬ରୁ ୧୭ ହେବ ବୋଲି ଅନୁମାନ କରାଯାଉଛି। ପିଲାଟି ଏକ ଠେଲାଗାଡ଼ିରେ ସେଓ ବିକୁଥିବା ବେଳେ ଏହାକୁ ସେ ଡ୍ରେନ୍‌ପାଣିରେ ଧୋଉଛି । ଏହି ଫଳ ଖାଇବା ଦ୍ୱାରା ନିଶ୍ଚୟ ଯାବତୀୟ ରୋଗ ହେବାର ଆଶଙ୍କା ରହିଛି। ହେଲେ ସେଥିପ୍ରତି ତା’ର ଧ୍ୟାନ ନାହିଁ। ସମ୍ଭବତଃ ପିଲାଟି ଏହାକୁ ତା’ ବାପା କି ବଡ଼ ଭାଇ ପାଖରୁ ଶିଖିଥିବ।



from Odisha Reporter https://ift.tt/2OS7KlV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages