କୋଇଲା ବେଲ୍ଟ ଖସି ବଏଲର୍ ଅପରେଟରଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 29, 2018

କୋଇଲା ବେଲ୍ଟ ଖସି ବଏଲର୍ ଅପରେଟରଙ୍କ ମୃତ୍ୟୁ

ବାଲେଶ୍ୱର(ରଶ୍ମିରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲା ବାଲଗୋପାଳପୁର ସ୍ଥିତ ଇମାମୀ ପେପର୍ ମିଲ୍‌ରେ ଅଘଟଣ ଘଟିଛି। ମିଲ୍‌ର ପାୱାର ପ୍ଲାଣ୍ଟ୍‌ରେ କୋଇଲା ବେଲ୍ଟ ଖସିପଡିବାରୁ ଜଣେ ବଏଲର୍ ଅପରେଟରଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ହେଲେ ଅଜିତ୍ ନାୟକ। ତାଙ୍କ ଘର ବାଲେଶ୍ୱର ସିମୁଳିଆରେ।

ଆଜି ସକାଳେ ଅଜିତ ପାୱାର ପ୍ଲାଣ୍ଟରେ କାମ କରୁଥିଲେ। ହଠାତ ତାଙ୍କ ଉପରେ କୋଇଲା ବେଲ୍ଟ ଖସି ପଡିଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ପ୍ଲାଣ୍ଟରେ କାର୍ଯ୍ୟରତ ଶ୍ରମିକମାନେ ଦାବି କରିଛନ୍ତି।



from Odisha Reporter https://ift.tt/2OpaqdG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages