କୁଣାଲ୍‌ ଓ ମୌଲୀଙ୍କ ସମ୍ପର୍କରେ ଆସିଲା ନୂଆ ମୋଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 23, 2018

କୁଣାଲ୍‌ ଓ ମୌଲୀଙ୍କ ସମ୍ପର୍କରେ ଆସିଲା ନୂଆ ମୋଡ଼

kunal

ମୁମ୍ବାଇ: ପ୍ରେମ ସମ୍ପର୍କରେ ଥରେ ତିକ୍ତତା ଆସିଲେ ତାହା ଯୋଡ଼ି ହେବା କଷ୍ଟକର । ଆଉ ପୂର୍ବପରି ସେ ବିଶ୍ୱାସ ଆସେନାହିଁ କି ଦିହେଁ ଦିହିଁକି ପାଇ, ଚାହିଁଲେ ବି ଖୁସି ହୋଇ ପାରନ୍ତି ନାହିଁ। ତେଣୁ ଶେଷରେ ସେହି ସମ୍ପର୍କ ଭାଙ୍ଗି ଦେବାକୁ ପଡ଼ିଥାଏ। ଏହା ଏକ ବାସ୍ତବ କଥା।

ଆଉ ଏମିତି କିଛି କଥାକୁ ନେଇ କଲର୍ସ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା   ସିରିଏଲ୍‌ରେ ‘ସିଲ୍‌ ସିଲା ବଦଲ୍‌ତି ରିସ୍ତୋ’ରେ ଏବେ ଆସିଛି ନୂଆ ମୋଡ଼।

kanal2ଯେଉଁଥିରେ  କୁଣାଲ୍‌ ଓ ନନ୍ଦିନୀଙ୍କ ମଧ୍ୟରେ ବଢ଼ୁଥିବା ଅବୈଧ ପ୍ରେମକୁ ଦେଖି କୁଣାଲ୍‌  ଓ ତାଙ୍କ ପତ୍ନୀ ମୌଲୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ମୌଲୀ ଭିତରେ ଭିତରେ ଖୁବ୍‌ ଭାଙ୍ଗି ପଡ଼ିଛନ୍ତି। କାରଣ ସେ ନିଜ ସ୍ୱାମୀଙ୍କୁ ଖୁବ୍‌ ଭଲ ପାଆନ୍ତି। ନିଜ ଜୀବନଠୁବି ଅଧିକ। ସେ ନିଜ ପତ୍ନୀ ଧର୍ମ ପାଳନ କରିବାରେ କେବେ ବି  ଅବହେଳା କରିନାହାନ୍ତି। କିନ୍ତୁ କୁଣାଲ୍‌, ଏବେ ମୌଲୀର ବେଷ୍ଟ୍‌ ଫ୍ରେଣ୍ଡ୍‌ ନନ୍ଦିନୀର ପ୍ରେମରେ ପଡ଼ିଯାଇଛନ୍ତି। ନନ୍ଦିନୀ ବି କୁଣାଲ୍‌ଙ୍କୁ ପ୍ରେମ କରୁଛନ୍ତି।  ଏଭଳି ପରିସ୍ଥିତିରେ ମୌଲୀଙ୍କୁ ତାଙ୍କ ପବିତ୍ର ସମ୍ପର୍କର ଭବିଷ୍ୟତ କିଛି ଦେଖା ଯାଉଆହିଁ।

Untitled-1କାହିଁକିନା କୁଣାଲ୍‌ ମନ ଭିତରେ ଥିବା ମୌଲୀର ସ୍ଥାନ ନନ୍ଦିନୀ ନେଇ ସାରିଛନ୍ତି।

ସେଥିପାଇଁ ସେ ଛାଡ଼ପତ୍ର ନେବାକୁ  ନିଷ୍ପତ୍ତି ନେଇଛନ୍ତି। କହିବାକୁ ଗଲେ ସମ୍ପର୍କ ପୂରା ପୂରି ଭାଙ୍ଗି ଯାଇଛି। ଖାଲି ଔପଚାରିକ ଭାବେ  ଭାଙ୍ଗିବା ବାକି ରହିଛି।

ସମ୍ପର୍କ ଭାଙ୍ଗିବାକୁ ମୌଲୀ ପ୍ରଥମ ପାହାଚରେ ପାଦ ରଖି ସାରିଲାଣି। ଏବେ ଦେଖିବା ବାକି ରହିଲା କୁଣାଲ୍‌ଙ୍କ ପ୍ରତିକ୍ରିୟା କେମିତି ରହିବ।

ସୌଜନ୍ୟ-ଆଜ୍‌ତକ୍‌

 



from Odisha Reporter https://ift.tt/2pwGeiE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages