ଝିଆରୀକୁ ଅପହରଣ କରିବା ଅଭିଯୋଗରେ ପିଉସା ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 18, 2018

ଝିଆରୀକୁ ଅପହରଣ କରିବା ଅଭିଯୋଗରେ ପିଉସା ଗିରଫ

arrested

ଯାଜପୁର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଞ୍ଚଳରେ ଝିଆରୀକୁ ଅପହରଣ କରିବା ଅଭିଯୋଗରେ ପିଉସାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ତାଙ୍କ ନାଁ ବିଜୟ କୁମାର।

ଗତ ମାସ ୨୨ ତରିଖରେ ସ୍ଥାନୀୟ ଜାବରା ଅଞ୍ଚଳରେ ଜଣେ ନାବାଳିକା ଅପହରଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା।

ଅଭିଯୋଗ ହେବାର ୨୮ ଦିନ ପରେ ଯାଜପୁର ରୋଡ୍ ଥାନା ରାଉତପୁର ଗାଁ ନଦୀ ପଠାରୁ ତାଙ୍କୁ ପୁଲିସ୍ ଉଦ୍ଧାର କରିଥିଲା। ତା’ପରେ ପୁଲିସ୍‌ ନାବାଳିକାର ବୟାନ ରେକର୍ଡ କରିଥିଲା।

ମନ୍ଦ ଉଦ୍ଦେଶ୍ୟ ରଖି ସଂପର୍କୀୟ ପିଉସା ବିଜୟ କୁମାର ତାଙ୍କୁ ଅପହରଣ କରିଥିବା ଜଣାପଡ଼ିଥିଲା। ଏହା ପରେ ପୁଲିସ୍ ତାଙ୍କୁ ଗିରଫ କରି ଗତକାଲି କୋର୍ଟ ଚାଲାଣ କରିଥିଲା।

ପୁଲିସ୍‌ ନାବାଳିକାଙ୍କର ଡାକ୍ତରୀମାଇନା କରାଇ ଅଧିକ ତଦନ୍ତ ଜାରି ରଖିଛି।



from Odisha Reporter https://ift.tt/2DaJjig

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages