
ଗଣେଶ ପୂଜା ପାଇଁ ଦେଶବ୍ୟାପୀ ପୂରା ଦମ୍ରେ ପ୍ରସ୍ତୁତି ଚାଲିଛି। ପୂଜା ମଣ୍ଡପକୁ ଆକର୍ଷଣୀୟ କରିବାକୁ ସମସ୍ତେ ଚିନ୍ତା କରୁଥିବା ବେଳେ ସୋଶାଲ୍ ମିଡିଆରେ ଭାଇରାଲ ହୋଇ ଧୂମ୍ ମଚାଇଛି ଏକ ଭିଡିଓ। ଏହି ଭିଡିଓରେ ଏକ ମୂଷା ବାଥ୍ରୁମ୍ରେ ସାବୁନ୍ ଲଗାଇ ଗାଧୋଉଛି ଆଉ ମଜାଦାର ଗୀତ ଗାଉଛି। ମୂଷାର ଗାଧୁଆ ଯେତିକି ମଜାଦାର ହୋଇଛି ପ୍ରଛଦପଟରେ ଗୀତଟି ମଧ୍ୟ ତା’ଠୁ କାହିଁ କେତେଗୁଣ ମଜାଦାର ହୋଇଛି। ଗୀତଟି କେଉଁ ଭାଷାରେ କିଛି ବୁଝାପଡ଼ୁନାହିଁ।
ସୋଶାଲ୍ ମିଡିଆରେ ମତ ଆସୁଛି କ’ଣ ଗଣେଶଙ୍କ ବାହନ ମୂଷିକ ମହାରାଜ ପୂଜା ପାଇଁ ପ୍ରସ୍ତୁତ ହେଉଛନ୍ତି କି? ଦେଖନ୍ତୁ ଏହି ଭିଡିଓ ।
<iframe src=”https://ift.tt/2NxESSv; width=”261″ height=”476″ style=”border:none;overflow:hidden” scrolling=”no” frameborder=”0″ allowTransparency=”true” allowFullScreen=”true”></iframe>
from Odisha Reporter https://ift.tt/2x76Aey
No comments:
Post a Comment