୨୧ଟି SC/ST ହାଇସ୍କୁଲରେ ଖୋଲିବ +୨ ବିଜ୍ଞାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 11, 2018

୨୧ଟି SC/ST ହାଇସ୍କୁଲରେ ଖୋଲିବ +୨ ବିଜ୍ଞାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ୧୦ଟି ଜିଲ୍ଲାର ୨୧ SC/ST ହାଇସ୍କୁଲରେ ଖୋଲିବ +୨ ବିଜ୍ଞାନ। ନବରଙ୍ଗପୁର ଜିଲ୍ଲାରେ ସର୍ବାଧିକ ୪ଟି ସ୍କୁଲରେ ଯୁକ୍ତ ୨ ବିଜ୍ଞାନ ଖୋଲିବ।

ସେହିପରି  କୋରାପୁଟ ଓ ମୟୂରଭଂଜରେ ୩ଟି ଲେଖାଏଁ ସ୍କୁଲରେ ଏବଂ ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି, ଗଜପତିର ୨ଟି ଲେଖାଏଁ ସ୍କୁଲରେ +୨ ବିଜ୍ଞାନ ଖୋଲିବ। ଏଥିପାଇଁ ୧୫୪ ଜଣ କନିଷ୍ଠ ଅଧ୍ୟାପକ ନିଯୁକ୍ତ ଦିଆଯାଇଛି। ଚଳିତ ମାସରୁ ପାଠ ପଢ଼ା ଆରମ୍ଭ ହେବ।

ଏନେଇ ସୂଚନା ଦେଇଛନ୍ତି SC/ST କଲ୍ୟାଣ ମନ୍ତ୍ରୀ ରମେଶ ମାଝୀ।



from Odisha Reporter https://ift.tt/2Obl30i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages