ନୋକିଆ 3.1 plus ଫୋନ୍‌ରେ ମିଳୁଛି ଏହି ସବୁ ଲାଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 21, 2018

ନୋକିଆ 3.1 plus ଫୋନ୍‌ରେ ମିଳୁଛି ଏହି ସବୁ ଲାଭ

ନୂଆଦିଲ୍ଲୀ: ବଜାରକୁ ଆସିଛି ନୂଆ ନୋକିଆ 3.1 plus ସ୍ମାର୍ଟଫୋନ୍‌। ଏହି ଫୋନ୍‌କୁ ଆପଣ ନୋକିଆର ଯେ କୌଣସି ୱେବ୍‌ ଷ୍ଟୋର୍‌ରୁ କିଣିପାରିବେ। ଏଥିରେ ଅନେକ ଆକର୍ଷଣୀୟ ଫିଚର୍‌ ରହିବା ସହ ଆପଣଙ୍କୁ ଅଫର୍‌ ସୁବିଧା ମିଳିବାର ସୁଯୋଗ ମଧ୍ୟ ରହିଛି। ନୋକିଆ 3.1 plus ସ୍ମାର୍ଟଫୋନ୍ କିଣିଲେ, ଏୟାର୍‌ଟେଲ୍ ଗ୍ରାହକମାନେ ମାତ୍ର ୧୯୯ ଟଙ୍କାର ରିଚାର୍ଜ ସୁବିଧା ସହ ୧ ଟିବି ଡାଟା ପାଇପାରିବେ।

୧୧୪୯୯ ଟଙ୍କା ମୂଲ୍ୟର ଏହି ଫୋନ୍‌ରେ କ’ଣ ସବୁ ଫିଚର୍‌ ରହିଛି ଆସନ୍ତୁ ଜାଣିବା।

ଏଥିରେ ୩ ଜିବି ରାମ୍‌ ରହିବା ସହିତ ୩୨ ଜିବିର ଷ୍ଟୋରେଜ୍‌ କ୍ଷମତା ରହିଛି ଏବଂ ମେମୋରୀ କାର୍ଡ ଜରିଆରେ ଆପଣ ଏହାର କ୍ଷମତା ୪୦୦ ଜିବି ପର୍ଯ୍ୟନ୍ତ ବଢ଼ାଇ ପାରିବେ।
ନୋକିଆ 3.1 plus ଫୋନ୍‌ରେ Helio P22 ପ୍ରୋସେସର୍‌ ରହିଛି।
ଏହାର ଫ୍ରଣ୍ଟ୍‌ କ୍ୟାମେରା ୮ ମେଗା ପିକ୍ସେଲ୍‌ ରହିଥିବା ବେଳେ ବ୍ୟାକ୍‌ କ୍ୟାମେରା ୫ ମେଗା ପିକ୍ସେଲ୍‌ ରହିଛି।
ଏହି ଫୋନ୍‌ର ଦୁଇଟି ଭାରିୟାଣ୍ଟ୍‌ ରହିଛି। ଗୋଟିଏରେ ୨ଜିବି ରାମ୍‌ ୧୬ ଜିବି ଷ୍ଚୋରେଜ୍‌ ରହିଥିବା ବେଳେ ଅନ୍ୟଟିରେ ୩ ଜିବି ରାମ୍ ଓ ୩୨ଜିବି ଷ୍ଚୋରେଜ୍‌ କ୍ଷମତା ରହିଛି।
ନୋକିଆ 3.1 plus ଫୋନ୍‌ରେ ୬ ଇଞ୍ଚ୍‌ ଏଚ୍‌ଡି ଗ୍ଲାସ୍‌ ରହିଛି।
ଏଥିରେ ସଦ୍ୟ ରିଲିଜ୍‌ ହୋଇଥିବା ଆଣ୍ଡ୍ରଏଡ୍‌ 8.1 oreo ଦିଆଯାଇଛି।
ଏସବୁ ବ୍ୟତୀତ ଏଥିରେ ୩୫୦୦ଏମ୍‌ଏଚ୍‌ର ନନ୍‌ରିମୁଭେବୁଲ୍‌ ବ୍ୟାଟେରୀ ସୁବିଧା ମଧ୍ୟ ରହିଛି।



from Odisha Reporter https://ift.tt/2Akj2dK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages