
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତିତ୍ଲି କ୍ଷତିଗ୍ରସ୍ତଙ୍କ ଲାଗି ରିଲିଫ୍ ଓ ଥଇଥାନ ଲାଗି ରାଜ୍ୟକୁ ତୁରନ୍ତ ହଜାରେ କୋଟି ଟଙ୍କାର ମଧ୍ୟବର୍ତ୍ତିକାଳୀନ ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାତ୍ୟାରେ ୫୭ ହଜାର ୧୩୧ ଘର ଭାଙ୍ଗି ଥିବାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏସବୁ ଘର ପାଇଁ ସ୍ୱତନ୍ତ୍ର ଅନୁଦାନ ଯୋଗାଇ ଦେବାକୁ ବି ସେ ଅନୁରୋଧ କରିଛନ୍ତି।
ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ପ୍ରଭାବିତ ଅଞ୍ଚଳରେ ଗୋରୁଗାଈ ମୃତ୍ୟୁ ସଂଖ୍ୟା ଓ ବିଦ୍ୟୁତ୍ ସେବା ପୁନଃ ଥଇଥାନ ନେଇ ସରକାରଙ୍କ ଦାବି ସମ୍ପୂର୍ଣ୍ଣ ମିଛ। ତିତ୍ଲି କ୍ଷୟକ୍ଷତି ନେଇ ସେ ଖୁବଶୀଘ୍ର ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ ଦେବେ।
from Odisha Reporter https://ift.tt/2pYvbzh
No comments:
Post a Comment