ଏଥର ପର୍ବପର୍ବାଣୀରେ ତିଆରି କରନ୍ତୁ ସେଓ ରାବିଡ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 25, 2018

ଏଥର ପର୍ବପର୍ବାଣୀରେ ତିଆରି କରନ୍ତୁ ସେଓ ରାବିଡ଼ି

ଆବଶ୍ୟକ ସାମଗ୍ରୀ: ସେଓ, କ୍ଷୀର, ଚିନି, ଗୁଜୁରାତି, ଆଲମଣ୍ଡ ଓ ପିସ୍ତା

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ବଡ ପାତ୍ରରେ କ୍ଷୀର ଫୁଟାନ୍ତୁ। ଯେ, ପର୍ଯ୍ୟନ୍ତ କ୍ଷୀର ଗାଢ଼ ନହୋଇ ଯାଏ ସେପର୍ଯ୍ୟନ୍ତ କ୍ଷୀରକୁ ମଝିରେ ମଝିରେ ଗୋଳାନ୍ତୁ। କ୍ଷୀର ଫୁଟି ଗାଢ଼ ହୋଇଗଲେ ଏଥିରେ ଚିନି ପକାନ୍ତୁ ଏବଂ କମ୍ ଆଞ୍ଚରେ କ୍ଷୀରକୁ ଗରମ କରନ୍ତୁ।

ବର୍ତ୍ତମାନ ସେଓକୁ ଭଲଭାବ ଧୋଇ ଚୋପା ବାହାର କରି ଏହାକୁ ଟିକେ ଗାଢ଼ କରି ଗ୍ରାଇଣ୍ଡିଂ କରି ଦିଅନ୍ତୁ। କ୍ଷୀର ଫୁଟି ମରିଗଲ ଏଥିରେ ସେଓକୁ ଢାଳି ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ଏହାକୁ ୩ରୁ ୪ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ। କ୍ଷୀରର ରଙ୍ଗ ପରିବର୍ତ୍ତନ ହୋଇ ହାଲକା ଲାଲ୍‌ ହୋଇଆସିଲେ ଏଥିରେ ଗୁଜୁରାତି ଗୁଣ୍ଡ, ଆଲମଣ୍ଡ ଏବଂ ପିସ୍ତା ପକାନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କର ସେଓ ରାବିଡ଼ି।

 



from Odisha Reporter https://ift.tt/2yZClr9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages