
ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି ନିକଟରେ ଏକ ବସ୍ ରାସ୍ତା କଡ଼କୁ ଓଲଟି ପଡ଼ିବାରୁ ୩୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୫ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଅଛି। ସେମାନଙ୍କୁ ଗୋବିନ୍ଦପାଲି, ମାଥିଲି, ଖଇରପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି।
ଜୟପୁରାଠାରୁ ଜାନବାଇ ଅଭିମୁଖେ ଯିବାବେଳେ ‘ମହାବାହୁ’ ନାମକ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୫୦ରୁ ଅଧିକ ଯାତ୍ରୀ ଥିଲେ। ଆହତ ଯାତ୍ରୀଙ୍କୁ ପ୍ରଥମେ ବିଏସ୍ଏଫ୍ ଯବାନମାନେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ।
from Odisha Reporter https://ift.tt/2RR2cKb
No comments:
Post a Comment