
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପେଟ୍ରୋଲକୁ ଟପିଲା ଡିଜେଲ୍ ଦର। ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ୍ ଦରଠୁ ଅଧିକ ରହିଛି ଡିଜେଲ୍ ଦର।
ଆଜି ଏଠାରେ ଡିଜେଲ୍ ଲିଟର୍ ପିଛା ୮୦ ଟଙ୍କା ୬୯ ପଇସା ଥିବା ବେଳେ ପେଟ୍ରୋଲ୍ ଲିଟର୍ ପିଛା ୮୦ ଟଙ୍କା ୫୭ ପଇସା ରହିଛି।
ଭାରତୀୟ ଇତିହାସରେ ବୋଧେ ପ୍ରଥମ ଥର ପାଇଁ ଆଶ୍ଚର୍ଯ୍ୟଜନକ ଭାବେ ପେଟ୍ରୋଲ ଦରକୁ ଟପିଯାଇଛି ଡିଜେଲ୍ ଦର।
ଅନ୍ତର୍ଜାତୀୟ ବଜାରରେ ଡିଜେଲ୍ ଦର ପେଟ୍ରୋଲ୍ ଅପେକ୍ଷା ଧିମା ଗତିରେ କମି ଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କୁହାଯାଉଛି।
from Odisha Reporter https://ift.tt/2PQtYW8
No comments:
Post a Comment