୩ଜଣଙ୍କୁ ରସାୟନ ବିଜ୍ଞାନରେ ନୋବେଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 3, 2018

୩ଜଣଙ୍କୁ ରସାୟନ ବିଜ୍ଞାନରେ ନୋବେଲ

ୱାଶିଂଟନ୍‌(ଓଡ଼ିଶା ରିପୋର୍ଟର): ‘ବିବର୍ତ୍ତନବାଦ’ ବା ଇଭଲ୍ୟୁସନ୍ ଥିଓରୀକୁ ମିଳିଛି ଏକ ବଡ଼ ସଫଳତା। ଚଳିତ ବର୍ଷର ନୋବେଲ ସିରିଜ୍‌ କ୍ରମରେ ଆଜି ଘୋଷିତ ରସାୟନ ବିଜ୍ଞାନ ନୋବେଲ ପାଇଁ ଫ୍ରାନ୍ସେସ୍‌ ଏଚ୍‌ ଆର୍ଣ୍ଣଲ୍ଡ ଏବଂ ଜର୍ଜ ପି ସ୍ମିଥ୍‌ ଓ ସାର୍‌ ଗ୍ରେଗୋରୀ ପି ୱିଣ୍ଟର୍‌ ଯୋଡ଼ିଙ୍କ ନାମ ଘୋଷଣା କରାଯାଇଛି।

ଡାର୍‌ୱିନ୍‌ ଥିଓରୀର ମୂଳ ସିଦ୍ଧାନ୍ତକୁ ଟେଷ୍ଟ୍‌ ଟ୍ୟୁବ୍‌ରେ ସଫଳତା ସହ ପ୍ରୟୋଗ କରିବା ଯୋଗୁ ସେମାନଙ୍କୁ ଏହି ପୁରସ୍କାର ମିଳିଛି। ସେମାନେ ବିବର୍ତ୍ତନବାଦର ଶକ୍ତିକୁ ବ୍ୟବହାର କରି ଔଷଧ ଏବଂ ଡାକ୍ତରୀ ଚିକିତ୍ସା କ୍ଷେତ୍ରରେ ଜରୁରୀ ହେଉଥିବା ପ୍ରୋଟିନ୍ ବିକଶିତ କରିବା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି।



from Odisha Reporter https://ift.tt/2NihXXh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages