କଟକରେ ଓକିଲଙ୍କୁ ପୁଲିସ ମାଡ଼ ବିବାଦ: ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ହାଇକୋର୍ଟ ବାର୍ ଆସୋସିଏସନ୍‌ର ବୈଠକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 26, 2018

କଟକରେ ଓକିଲଙ୍କୁ ପୁଲିସ ମାଡ଼ ବିବାଦ: ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ହାଇକୋର୍ଟ ବାର୍ ଆସୋସିଏସନ୍‌ର ବୈଠକ

କଟକ: କଟକରେ ଆଇନ୍‌ଜୀବୀଙ୍କୁ ପୁଲିସର ମାଡ଼ ପ୍ରସଙ୍ଗ ଥମିବାର ନାଁ ନେଉନି । ଆଜି ପୁଣିଥରେ ଏ ସମ୍ପର୍କରେ ହାଇକୋର୍ଟ ବାର ଆସୋସିଏସନ୍‌ର ସାଧାରଣ ପରିଷଦ ବୈଠକ ବସିବ। ଏହି ବୈଠକରେ ଆଗକୁ ଆନ୍ଦୋଳନର ରୂପରେଖ କ’ଣ ହେବ, ସେ ନେଇ ନିଷ୍ପତ୍ତି ହେବ । ଏହି ମାମଲାରେ ଏପର୍ଯ୍ୟନ୍ତ ୨ ଜଣଙ୍କୁ ଗିରଫ କରାଯାଇଛି ।

ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଅଡ଼ି ବସିଛି ହାଇକୋର୍ଟ ବାର ଆସୋସିଏସନ । ଏଥିସହ ଘଟଣାକୁ ପ୍ରାୟ ଦୁଇ ମାସ ହୋଇ ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ରାଜ୍ୟ ସରକାର ସେମାନଙ୍କ ସହ ଆଲୋଚନା କରି ନ ଥିବାରୁ ସଂଘ ଅସନ୍ତୁଷ୍ଟ ଅଛି । ପାଖାପାଖି ଦୁଇ ମାସ ହେବ ଓକିଲଙ୍କ ଆନ୍ଦୋଳନ ଯୋଗୁଁ ଅଚଳ ହୋଇ ପଡିଛି କୋର୍ଟ।



from Odisha Reporter https://ift.tt/2z0pd4M

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages