ଝାରସୁଗୁଡ଼ା ବିମାନ ବନ୍ଦର ସମ୍ମୁଖରେ ଧାରଣା ଦେଲେ ନବ ଦାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 23, 2018

ଝାରସୁଗୁଡ଼ା ବିମାନ ବନ୍ଦର ସମ୍ମୁଖରେ ଧାରଣା ଦେଲେ ନବ ଦାସ

ଝାରସୁଗୁଡ଼ା (ଭାଗିରଥୀ ସାହୁ): ଝାରସୁଗୁଡ଼ା ବିମାନ ବନ୍ଦର ସେପ୍ଟେମ୍ୱର ୨୨ ତାରିଖରେ ଲୋକାର୍ପିତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦ୍‌ଘାଟନ କରିଥିଲେ। ଏପରିକି ବିମାନବନ୍ଦର ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରାଯାଇଥିଲା। ହେଲେ ଲୋକାର୍ପିତ ହେବାର ୧୩ ଦିନ ପରେ ମଧ୍ୟ ବିମାନରୁ ଉଡ଼ାଣ ଆରମ୍ଭ ହୋଇନାହିଁ। ଏପରିକି ବିମାନ ବନ୍ଦର ନାଁ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ କରାଯାଇନାହିଁ।

ଝାରସୁଗୁଡ଼ାରୁ ବିମାନ ଉଡ଼ାଣ ଓ ବିଣିଜ୍ୟ ଭିତ୍ତିକ ବିମାନ ଚଳାଚଳ ଦାବି କରି ଆଜି ସ୍ଥାନୀୟ ବିଧାୟକ ନବ ଦାସ ଧାରଣା ଦେଇଛନ୍ତି। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସେ ରିଲେ ଅନଶନରେ ବସିବେ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2R7GUqu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages