
ନିର୍ଗୁଣ୍ଡି (ଓଡ଼ିଶା ରିପୋର୍ଟର): ସିକନ୍ଦରାବାଦ୍ରୁ ହାୱଡ଼ା ଯାଉଥିବା ଫାଲକ୍ନାମା ଏକ୍ସପ୍ରେସ୍ (ଟ୍ରେନ୍ ନମ୍ବର ୧୭୦୬୪) ଆଜି କଟକ ଜିଲ୍ଲା ନିର୍ଗୁଣ୍ଡି ଷ୍ଟେସନ୍ ନିକଟରେ ଲାଇନ୍ଚ୍ୟୁତ ହୋଇଛି। ଟ୍ରେନ୍ର ପଛରେ ଥିବା ଗାର୍ଡ କମ୍ ଲଗେଜ ବଗି ଲାଇନ୍ଚ୍ୟୁତ ହୋଇଛି।
ନିର୍ଗୁଣ୍ଡି ଷ୍ଟେସନ୍ଠାରୁ ପ୍ରାୟ ଅଧା କିଲୋମିଟର ପରେ ଏହା ଲାଇନ୍ଚ୍ୟୁତ ହୋଇଥିଲା। ଲାଇନ୍ଚ୍ୟୁତ ହେବା ପରେ ଏହା ପ୍ରାୟ ୪ କିଲୋମିଟର ଘୁଷୁଡ଼ି ଯାଇଥିଲା।
ତେବେ ଏଥିରେ କେହି ହତାହତ ହୋଇନାହାନ୍ତି।
ଏବେ ସେଠାରେ ତଦନ୍ତ ଚାଲିଛି।
from Odisha Reporter https://ift.tt/2RnfFcx
No comments:
Post a Comment