ଇଣ୍ଟରପୋଲ ମୁଖ୍ୟ ନିଖୋଜ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 5, 2018

ଇଣ୍ଟରପୋଲ ମୁଖ୍ୟ ନିଖୋଜ !

ବେଜିଂ (ଓଡ଼ିଶା ରିପୋର୍ଟର): ଆନ୍ତର୍ଜାତୀୟ ସ୍ତରରେ ଯେକୌଣସି ଅପରାଧୀ ଯେକୌଣସି ସ୍ଥାନରେ ଥିଲେ ମଧ୍ୟ ଖୋଜି ବାହାର କରି ପାରୁଥିବା ଇଣ୍ଟରପୋଲର ମୁଖ୍ୟ ମେଙ୍ଗ୍‌ ହ୍ୱେଙ୍ଗ୍‌ୱି ଚୀନ୍‌ ଗସ୍ତରେ ଯାଇ ଗାୟବ୍‌ ହୋଇଯାଇଥିବା ଜଣାଯାଇଛି।

ଫ୍ରାନ୍ସ ପୁଲିସ୍‌ ଦେଇଥିବା ସୂଚନା ଅନଯାୟୀ, ସେ ଶେଷ ଖବର ସୁଦ୍ଧା ନିଜ ଜନ୍ମସ୍ଥାନ ଚୀନ୍‌ରେ ହିଁ ଥିଲେ। କିନ୍ତୁ ଏହା ପରେ ତାଙ୍କ ସହିତ ଯୋଗାଯୋଗ ହୋଇପାରୁ ନାହିଁ। ମେଙ୍ଗ୍‌ ପୂର୍ବରୁ ଚୀନ୍‌ର ପବ୍ଲିକ୍‌ ସ୍କୃଟିନି ଉପମନ୍ତ୍ରୀ ଭାବେ କାର୍ଯ୍ୟ କରିସାରିଛନ୍ତି। ମେଙ୍ଗ୍‌ଙ୍କ ପତ୍ନୀ ତାଙ୍କ ଖୋଜ ଖବର ମିଳୁନଥିବା ବିଷୟରେ ସୂଚନା ଦେବାପରେ ଫ୍ରାନ୍ସ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/2E1frFz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages