ବିଲ୍‌ କ୍ଲିଣ୍ଟନ ଓ ହିଲାରୀଙ୍କୁ ଉଡ଼ାଇ ଦେବାକୁ ଯୋଜନା!, ଘରୁ ମିଳିଲା ବୋମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 24, 2018

ବିଲ୍‌ କ୍ଲିଣ୍ଟନ ଓ ହିଲାରୀଙ୍କୁ ଉଡ଼ାଇ ଦେବାକୁ ଯୋଜନା!, ଘରୁ ମିଳିଲା ବୋମା

ୱାଶିଂଟନ୍‌: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନ୍‌ ଓ ତାଙ୍କ ପତ୍ନୀ ହିଲାରୀ କ୍ଲିଣ୍ଟନ୍‌କୁ ଜୀବନରୁ ମାରି ଦେବାକୁ ଯୋଜନା ହୋଇଥିଲା। ଏଥିପାଇଁ ସେମାନଙ୍କ ଘରେ ବୋମା ମଧ୍ୟ ରଖାଯାଇଥିଲା। ତେବେ କିଛି ଅଘଟଣ ଘଟିବା ପୂର୍ବରୁ ବିଲ୍ ଓ ହିଲାରୀଙ୍କ ଘରୁ ବୋମାକୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇ ପାରିଛି। ବୋମା ନିଷ୍କ୍ରିୟ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଏହାକୁ ନଷ୍ଟ କରିଦେଥିବା ଜଣାପଡ଼ିଛି।
ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ବରିଷ୍ଠ ଅଧିକାରୀମାନେ ଏହାର ତଦନ୍ତ ଆରମ୍ଭ କରିଛନ୍ତି। କିଏ ଓ କାହିଁକି ଏଭଳି ବିଲ୍‌ ଓ ହିଲାରୀଙ୍କ ଘରେ ବୋମା ରଖିଥିଲା, ତାହା ଜଣାପଡ଼ିନାହିଁ। ସର୍ଚ୍ଚ ଅପରେସନ୍‌ ଜାରି ରହିଥିବାରୁ, ଆଗକୁ ଆହୁରି ତଥ୍ୟ ସାମ୍ନାକୁ ଆସିପାରିବ ବୋଲି କୁହାଯାଉଛି।



from Odisha Reporter https://ift.tt/2CZUhpO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages