ପୁଅ, ଝିଅକୁ ବିଷ ପିଆଇ ପୋଖରୀରେ ଫିଙ୍ଗି ଦେଲା ମା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 21, 2018

ପୁଅ, ଝିଅକୁ ବିଷ ପିଆଇ ପୋଖରୀରେ ଫିଙ୍ଗି ଦେଲା ମା’

rt....

ନୟାଗଡ଼ (ଓଡ଼ିଶା ରିପୋର୍ଟର): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅନ୍ତର୍ଗତ ଲକ୍ଷ୍ମୀପ୍ରସାଦ ଗାଁରେ ପୁଅ, ଝିଅକୁ ବିଷ ପିଆଇ ପୋଖରୀକୁ ଫିଙ୍ଗି ହତ୍ୟା କରିଛି ମା’। ଏହା ସହ ସେ ନିଜେ ମଧ୍ୟ ବିଷ ପିଇ ପୋଖରୀକୁ ଡେଇଁ ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନୟାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।
ମୃତ ପୁଅ ୫ ବର୍ଷ ଝିଅ ୧୦ ବର୍ଷ ବୋଲି ଜଣାପଡ଼ିଛି। ମହିଳାଙ୍କ ନାଁ କଲ୍ୟାଣୀ ଖୁଣ୍ଟିଆ।

ବିଷ ପିଆଇ ପୋଖରୀରେ ଫିଙ୍ଗିବା ପରେ ଘଟଣାସ୍ଥଳରେ ଝିଅର ମୃତ୍ୟୁ ଘଟିଥିଲା। ମେଡ଼ିକାଲ ନେବା ବାଟରେ ପୁଅର ମୃତ୍ୟୁ ହୋଇଯାଇଥିଲା।

ତେବେ କେଉଁ ପରିସ୍ଥିତିରେ ଏବଂ କାହିଁକି ଏଭଳି ଅଭାବନୀୟ ଘଟଣା ଘଟିଲା, ତାହା ସ୍ପଷ୍ଟ ନାହିଁ। ପାରିବାରିକ କଳହରୁ କଲ୍ୟାଣୀ ଏଭଳି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି।



from Odisha Reporter https://ift.tt/2EFmKD1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages