ମୋଦି ସରକାରଙ୍କ ସମୟରେ ପ୍ରତ୍ୟକ୍ଷ ଟିକସଦାତାଙ୍କ ସଂଖ୍ୟା ଦୁଇଗୁଣ ବଢ଼ିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 11, 2018

ମୋଦି ସରକାରଙ୍କ ସମୟରେ ପ୍ରତ୍ୟକ୍ଷ ଟିକସଦାତାଙ୍କ ସଂଖ୍ୟା ଦୁଇଗୁଣ ବଢ଼ିବ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର) ଭାରତରେ ପ୍ରତ୍ୟକ୍ଷ ଟିକସଦାତାଙ୍କ ସଂଖ୍ୟା ପ୍ରାୟ ୨ ଗୁଣ ବୃଦ୍ଧି ପାଇବ। ବର୍ତ୍ତମାନର ମୋଦି ସରକାରଙ୍କ ୫ ବର୍ଷର ଶାସନ କାଳ ଶେଷ ହେବା ଭିତରେ ଦେଶରେ ଆୟକରଦାତାଙ୍କ ସଂଖ୍ୟା ଦୁଇଗୁଣ ବୃଦ୍ଧି ପାଇବ। ଫଳରେ ଏହା ୭ କୋଟି ୫୦ ଲକ୍ଷରେ ପହଞ୍ଚିବ।

କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଗୁରୁବାର ଏଭଳି କହିଛନ୍ତି।  କଳାଧନ କାରବାରକୁ ରୋକିବା ପାଇଁ କେନ୍ଦ୍ର ସରକାର ଯେଉଁ ସବୁ ପଦକ୍ଷେପମାନ ଗ୍ରହଣ କରିଛନ୍ତି ତାହା ହିଁ ଏହି ଟିକସଦାତାଙ୍କ ସଂଖ୍ୟାକୁ ବୃଦ୍ଧି କରିବ।



from Odisha Reporter https://ift.tt/2yzFldg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages