୨୭ ଅକ୍ଟୋବର ଶନିବାର: ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ, ସମସ୍ୟାରେ ପଡ଼ିପାରନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 26, 2018

୨୭ ଅକ୍ଟୋବର ଶନିବାର: ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ, ସମସ୍ୟାରେ ପଡ଼ିପାରନ୍ତି

RasiFala

ମେଷ: ଆଜି ଦିନଟି ଅତ୍ୟନ୍ତ ଭଲରେ କଟିବ। ପ୍ରେମ ସମ୍ପର୍କରେ ସଫଳତା ପାଇବେ। ପ୍ରିୟ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ। ଧନପ୍ରାପ୍ତିର ଯୋଗ ରହିଛି।

ବୃଷ: ଆଜି ଆପଣଙ୍କ ଦିନ ଭଲରେ କଟିବ। ଜୀବନସାଥୀଙ୍କ ସହଯୋଗ ପାଇବେ। ଧନପ୍ରାପ୍ତିର ଯୋଗ ରହିଛି। ସ୍ୱାସ୍ଥ୍ୟ ଠିକ୍‌ ରହିବ।

ମିଥୁନ: ଆଜି ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ। ଚାକିରିରେ ପରିବର୍ତ୍ତନ କରିପାରନ୍ତି। ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। କୌଣସି ନିଷ୍ପତ୍ତି ନେବା ବେଳେ ସାବଧାନତା ଆପଣାନ୍ତୁ।

କର୍କଟ: ଆଜି ସାବଧାନ ରୁହନ୍ତୁ। ଅଟକି ରହିଥିବା କାମ ହୋଇଯିବ। ଋଣ ଦେଣ-ନେଣ କରନ୍ତୁ ନାହିଁ। ଘରକୁ ବନ୍ଧୁ ଆସି ପାରନ୍ତି।

ସିଂହ: ଆଜି ଦିନଟି ଭଲରେ କଟିବ। କ୍ୟାରିୟରରେ ସଫଳତା ପାଇପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

କନ୍ୟା: ଆଜି ଦିନଟି ଆପଣଙ୍କ ପାଇଁ ଶୁଭ। ପିଲାମାନଙ୍କ ପାଖରୁ ଖୁସି ଖବର ପାଇବେ। ଚାକିରିରେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। ସମସ୍ୟା କମ ହେବ।

ତୁଳା: ଆଜି ଦିନଟି ଭଲ ନୁହେଁ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଘରୁ ବାହାରିବା ବେଳେ ଲବଙ୍ଗ ଖାଇ ଯାଆନ୍ତୁ, ସମସ୍ୟା କମିବ।

ବିଛା: ଆଜି ଭଲରେ କଟିବ। ନୂଆ ସମ୍ପତ୍ତିର ଅଧିକାରୀ ହୋଇପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି। ମାନ-ସମ୍ମାନ ବୃଦ୍ଧି ପାଇବ।

ଧନୁ: ଦିନଟି ମିଶ୍ର ଫଳ ଦେବ। ସ୍ଥାନ ପରିବର୍ତ୍ତନ କରିପାରନ୍ତି। ପିଲାମାନଙ୍କ ପାଖରୁ ଖୁସି ଖବର ପାଇବେ। ଧାଁଦୌଡ଼ରେ ଦିନଟି କଟିବ।

ମକର: ଦିନଟି ଭଲରେ କଟିବ। ସମସ୍ୟା କମ ହେବ। ଅଟକି ରହିଥିବା କାମ ହୋଇଯିବ। ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ।

କୁମ୍ଭ: ଆଜି ଦିନଟି ଆପଣଙ୍କ ପାଇଁ ଭଲ ନୁହେଁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଅଯଥା ଚିନ୍ତା କରନ୍ତୁ ନାହିଁ। ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ, କାମରେ ଲାଗିବ।

ମୀନ: ଆଜି ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ। ଧାଁଦୌଡ଼ରେ ଦିନଟି କଟିବ। ଜୀବନସାଥୀଙ୍କ ସହ ତାଳମେଳ ରଖି କାମ କରନ୍ତୁ, ନହେଲେ ସମସ୍ୟା ବଢ଼ିପାରେ। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି।



from Odisha Reporter https://ift.tt/2PYc1F2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages