ବଳିକୁ ନେଇ ଆଦିବାସୀ ଓ ଅଣ-ଆଦିବାସୀ ମୁହାଁମୁହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 19, 2018

ବଳିକୁ ନେଇ ଆଦିବାସୀ ଓ ଅଣ-ଆଦିବାସୀ ମୁହାଁମୁହିଁ

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ନିକଟସ୍ଥ ମଠଖାଇ ମନ୍ଦିରରେ ବଳିକୁ ନେଇ ଆଦିବାସୀ ଓ ଅଣ-ଆଦିବାସୀ ମୁହାଁମୁହିଁ ହୋଇଛନ୍ତି। ପରମ୍ପରା ଅନୁସାରେ ବଳି ଦେବା ଲାଗି ଆଦିବାସୀ ଜିଦ୍‌ ଧରିଥିବା ବେଳେ ବଳିକୁ ବିରୋଧ କରିଥିଲେ ଅଣ-ଆଦିବାସୀମାନେ। ଏହାକୁ ନେଇ ସେଠାରେ ଛକାପଞ୍ଝା ଲାଗି ରହିଥିଲା। ତେବେ ପ୍ରଶାସନ ଉପସ୍ଥିତିରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା। ପରେ ବିନା ବଳିରେ ସମ୍ପନ୍ନ ହୋଇଛି ପୂଜା କାର୍ଯ୍ୟ। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ମାଜିଷ୍ଟ୍ରେଟ୍ ଓ ପୋଲିସ ମୁତୟନ କରାଯାଇଥିଲା।



from Odisha Reporter https://ift.tt/2Ox2KHf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages