ଭାରତୀୟ ରେଲୱେ ସହ ଯୋଡ଼ି ହେବା ପାଇଁ ସୁଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 15, 2018

ଭାରତୀୟ ରେଲୱେ ସହ ଯୋଡ଼ି ହେବା ପାଇଁ ସୁଯୋଗ

train

ନୂଆଦିଲ୍ଲୀ: ଭାରତୀୟ ରେଲୱେ ସହ ଯୋଡ଼ି ହେବା ପାଇଁ ଏକ ଭଲ ସୁଯୋଗ ଆସିଛି। Diesel Locomotive Works Varanasi ଏହାର ITI 42nd Batch Apprenticeship ଏବଂ Non-ITI trades ଯଥା fitter, carpenter, machinist, welder ପୋଷ୍ଟ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି।  ଆଗ୍ରହୀମାନେ ଏଥିପାଇଁ ଆବେଦନ କରିପାରିବେ। ତେବେ ଆବେଦନ କରିବାର ଶେଷ ତାରିଖ ହେଉଛି ନଭେମ୍ବର ୯ ,୨୦୧୮।

ଅଧିକ ବିବରଣୀ

DLW – Indian Railways, Varanasi ସମୁଦାୟ ୩୭୪ ନିଯୁକ୍ତି ବାହାର କରିଛି। ସେଥିମଧ୍ୟରୁ ଆଇଟିଆଇ ପୋଷ୍ଟ୍‌-300। ଆଇଟିଆଇ ପୋଷ୍ଟରେ Fitter-୧୦୭, Carpenter-୦୩, Painter- ୦୭, Machinist- ୬୭, Welder-୪୫, Electrician- ୭୧।

ଅନ୍ୟ ପୋଷ୍ଟ୍‌ (Non-ITI) ୭୪ Fitter- ୩୦, Machinist- ୧୫,Welder- ୧୫ ଓ Electrician- ୧୮।

ଶିକ୍ଷାଗତ ଯୋଗ୍ୟତା: ଦଶମ ଓ ଦ୍ୱାଦଶ ପାସ କରିବା ସହ ଯେକୌଣସି ଟ୍ରେଡ୍‌ରେ ଆଇଟିଆଇ ପାସ କରିଥିବା ପିଲାମାନେ  ଆଇଟିଆଇ ପୋଷ୍ଟ ପାଇଁ ଆବେଦନ କରି ପାରିବେ।

ସେହିପରି ଓ ଦ୍ୱାଦଶ ପାସ୍‌ କରିଥିବା ବ୍ୟକ୍ତି Non-ITI ପୋଷ୍ଟ୍‌ ପାଇଁ ଆବେଦନ କରିପାଇବେ।

ବୟସ: ସର୍ବନିମ୍ନ୧୫ ବର୍ଷ ଓ ସର୍ବାଧିକ:୨୨ ବର୍ଷ ହୋଇଥିବା ଆବଶ୍ୟକ।

 

 



from Odisha Reporter https://ift.tt/2QOAGvC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages