ବେଆଇନ ବାଣ ଗୋଦାମ ଠାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 14, 2018

ବେଆଇନ ବାଣ ଗୋଦାମ ଠାବ

ctc

କଟକ (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଜଗତପୁରର ମହାଜନପୁରରେ ଏକ ବେଆଇନ ବାଣ ଗୋଦାମ ଠାବ ହୋଇଛି। ମହାଜନପୁରରେ ୪ଟି ଗୋଦାମରୁ ବିପୁଳ ପରିମାଣର ବାଣ ଜବତ ହୋଇଛି। ଏହାସହ ବହୁ ପରିମାଣରେ ବିସ୍ଫୋରକ ମଧ୍ୟ ଜବତ ହୋଇଛି।
ଏହି ଘଟଣାରେ ପୁଲିସ୍ ୨ ଜଣକୁ ଅଟକ ରଖି ପଚରାଉଚରା କରୁଛି।
ଠାବ ହୋଇଥିବା ଗୋଦାମ କେବେଠୁ ଚାଲୁଥିଲା ସେ ନେଇ ଅଧିକ ଖୋଳତାଡ଼ କରୁଛି ପୁଲିସ।



from Odisha Reporter https://ift.tt/2CIOAfQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages