ନାଳକୁ ଓଲଟିଲା ସ୍କୁଲ୍‌ ଅଟୋ: ଜଣେ ମୃତ, ୫ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 13, 2018

ନାଳକୁ ଓଲଟିଲା ସ୍କୁଲ୍‌ ଅଟୋ: ଜଣେ ମୃତ, ୫ ଆହତ

auto

ବ୍ରହ୍ମଗିରି (ରବିନାରାୟଣ ପୁଜାରୀ): ପୁରୀ-ସାତପଡ଼ା ରାସ୍ତାର  ଜଗନ୍ନାଥ ରୋଡ୍‌ ନିକଟରେ ଆଜି ଏକ ଘରୋଇ ସ୍କୁଲ୍‌ର ଅଟୋ ଭାରସାମ୍ୟ ହରାଇ ନାଳକୁ ଓଲଟି ପଡ଼ିଛି। ଏଥିରେ ଜଣେ ଶିକ୍ଷୟତ୍ରୀଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଆଉ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପୁରୀ ମୁଖ୍ୟ ଡାକ୍ତଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ସ୍କୁଲ୍ ଅଟୋଟି ପୁରୀରୁ ସ୍କୁଲ ଷ୍ଟାଫ୍‌ଙ୍କୁ ଧରି ବ୍ରହ୍ମଗିରି ଯାଉଥିଲା। ହେଲେ ଜଗନ୍ନାଥ ରୋଡ୍‌ ନିକଟରେ ଏହା ଭାରସାମ୍ୟ ହରାଇ ନାଳକୁ ଓଲଟି ପଡ଼ିଥିଲା।



from Odisha Reporter https://ift.tt/2IUG3H9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages