ବିଚ୍‌ ରାସ୍ତାରେ ଗୁଳିମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 7, 2018

ବିଚ୍‌ ରାସ୍ତାରେ ଗୁଳିମାଡ଼

bhadera

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ରାଜଧାନୀର ବିଚ୍‌ ରାସ୍ତାରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ କରି ଦୁର୍ବୃତ୍ତ ଚମ୍ପଟ୍‌ ହୋଇଯାଇଛନ୍ତି। ଗୁଳିମାଡ଼ର ଶିକାର ହୋଇଥିବା ବ୍ୟକ୍ତି ପ୍ରୀତମ ଜେନାମଣି ବୋଲି ଜଣାପଡ଼ିଛି। ତାଙ୍କ ଡାହାଣ କାନ୍ଧରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତକାଲି ରାତିରେ କିଛି ଦୁର୍ବୃତ୍ତ ଏକ ବୋଲେରୋରେ ଆସି ପ୍ରିତମ୍‌ଙ୍କୁ ସାଇଟ୍‌ ମାରିଥିଲେ। ଏହାପରେ ପ୍ରୀତମ ସେମାନଙ୍କୁ ବରମୁଣ୍ଡା ପେଟ୍ରୋଲ ଟାଙ୍କି ପର୍ଯ୍ୟନ୍ତ ପିଛା କରିଥିଲେ। ଏହାପରେ ଦୁର୍ବୃତ୍ତମାନେ ପୁଣି ପ୍ରୀତମଙ୍କ ଗାଡ଼ିକୁ ସାଇଟ୍ ମାରିବା ସହ ତାଙ୍କୁ ଗୁଳିମାଡ଼ କରିଥିଲେ। ବୋଲେରୋରେ ୪ ଜଣ ଥିବା ଅଭିଯୋଗ ହୋଇଛି।

ଖଣ୍ଡଗିରି ବାରିରେ ଟ୍ୟୁରିଷ୍ଟ ବସ୍‌ଷ୍ଟାଣ୍ଡ ଟେଣ୍ଡରକୁ ନେଇ ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ଟ୍ୟୁରିଷ୍ଟ ବସ୍‌ଷ୍ଟାଣ୍ଡ ଟେଣ୍ଡର୍‌ର ଲିଜ୍‌ ପ୍ରୀତମ ନେଇଛନ୍ତି।



from Odisha Reporter https://ift.tt/2NsEXTx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages