ମୁଖମଣ୍ଡଳ ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ ଡାଳିମ୍ବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 3, 2018

ମୁଖମଣ୍ଡଳ ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ ଡାଳିମ୍ବ

ଫଳ ମଧ୍ୟରେ ଡାଳିମ୍ବର ଏକ ଭିନ୍ନ ଚାହିଦା ରହିଛି। ଏହି ଫଳର ଦର ସବୁବେଳେ ଅଧିକ ଥାଏ।  ଡାଳିମ୍ବରେ ଅନେକ ଔଷଧୀୟ ଗୁଣ ରହିଛି।  ତେବେ ଶରୀର ପାଇଁ ଡାଳିମ୍ବ କେତେ ଉପକାରୀ ଅସନ୍ତୁ ଜାଣିବା। ଡାଳିମ୍ବ ଛାଲିରେ ଥିବା ଆଣ୍ଟିଅକ୍‌ସିଡେଣ୍ଟ୍‌ସ ହୃଦ୍‌ରୋଗରୁ ବଞ୍ଚାଇବାରେ ସହାୟକ ହୋଇଥାଏ।

ଏହି ଫଳର ରସ ଶରୀରରେ ବେକ୍‌ କୋଲେଷ୍ଟ୍ରଲ୍‌ର ସ୍ତରକୁ କମ୍‌ କରି ରଖିଥାଏ। ଆଣ୍ଠୁ ଦରଜ ଥିଲେ ଏହି ଫଳ ରସ ପିଇବା କଥା।  ସେହିପରି ଡାଳିମ୍ବ ଖାଇଲେ ଶରୀରରେ ରକ୍ତ ଏବଂ ମୁଖମଣ୍ଡଳର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ।

ଡାଳିମ୍ବକୁ ପାଣିରେ ଭିଜାଇ ଜୁସ୍‌ କରି ନିୟମିତ ପିଇଲେ ମିଳିଥାଏ ଅନେକ ସୁଫଳ। ଡାଳିମ୍ବ ଚୋପାରେ ଫେନାଲିକ୍ସ ନାମକ ରାସାୟନିକ ପଦାର୍ଥ ରହିଛି। ଏହାଛଡା ଏଥିରେ ଖଣିଜ ପଦାର୍ଥ, ଭିଟାମିନ୍‌ ପ୍ରଭୃତି ଉପାଦାନ ମାନ ରହିଛି ।

ଏହାର ବ୍ୟବହାର ଦ୍ୱାରା ହୃଦ୍‌ଘାତ ଓ କର୍କଟ ରୋଗରୁ ମୁକ୍ତି ମିଳିପାରେ। ତ୍ୱଚାକୁ ଏହା ଉଜ୍ଜ୍ୱଳତା ପ୍ରଦାନ କରିଥାଏ। ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଆଣ୍ଟି ଏଜିଂ ମହୋଷଧୀ ଭାବେ କାର୍ଯ୍ୟ କରେ। ତେଣୁ ସପ୍ତାହରେ ଦୁଇରୁ କିମ୍ବା ୩ ଥର ଡାଳିମ୍ବ ଚୋପା ଜୁସ୍‌ ପିଇବା ଉଚିତ୍‌।



from Odisha Reporter https://ift.tt/2NkAWjX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages