ଫେବୃଆରୀ ୧୮ରୁ ୨୧ ଯାଏ କୁଲଭୂଷଣଙ୍କ ଶୁଣାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 3, 2018

ଫେବୃଆରୀ ୧୮ରୁ ୨୧ ଯାଏ କୁଲଭୂଷଣଙ୍କ ଶୁଣାଣି

ନୂଆଦିଲ୍ଲୀ: ଗୁଇନ୍ଦାଗିରି ଅଭିଯୋଗରେ ପାକିସ୍ତାନରେ ଗିରଫ ହୋଇ ଫାଶୀଦଣ୍ଡ ପାଇଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଲଭୂଷଣ ଯାଦବଙ୍କ ମାମଲା ଶୁଣାଣି ପୁଣି ଅନ୍ତର୍ଜାତୀୟ କୋର୍ଟ ଅଫ୍‌ ଜଷ୍ଟିସ୍‌(ଆଇସିଜେ)ରେ ଆରମ୍ଭ ହେବ। ଆସନ୍ତା ବର୍ଷ ଫେବୃଆରୀ ୧୮ରୁ ୨୧ ଯାଏ ଆଇସିଜେ କୁଲଭୂଷଣଙ୍କ ମାମଲାର ମାରାଥନ ଶୁଣାଣି କରିବେ। ଡେନ୍‌ମାର୍କର ହଗ୍‌ଠାରେ ହିଁ ଏହାର ଶୁଣାଣି କରାଯିବ।

ଗୁଇନ୍ଦାଗିରି ଅଭିଯୋଗରେ କୁଲଭୂଷଣଙ୍କୁ ପାକିସ୍ତାନ ଗିରଫ କରି ଗତବର୍ଷ ଏପ୍ରିଲରେ ଫାଶୀଦଣ୍ଡରେ ଦଣ୍ଡିତ କରିଥିଲା। ତେବେ ଭାରତ ଏହା ବିରୋଧରେ ଆଇସିଜେର ଦ୍ୱାରସ୍ଥ ହୋଇଥିଲେ। ଆଇସିଜେର ୧୦ ଜଣିଆ ବିଚାରପତିମଣ୍ଡଳୀ ଏହାର ଶୁଣାଣି କରି ଫାଶୀଦଣ୍ଡ ଉପରେ ରହିତାଦେଶ ଜାରି କରିଛନ୍ତି।



from Odisha Reporter https://ift.tt/2zOmGw8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages