ଫସଲ ବୀମା ରାଶି ପ୍ରଦାନରେ ବିଳମ୍ବ, ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 26, 2018

ଫସଲ ବୀମା ରାଶି ପ୍ରଦାନରେ ବିଳମ୍ବ, ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ

ସମ୍ବଲପୁର (ଓଡ଼ିଶା ରିପୋର୍ଟର)ଫସଲ ବୀମା ରାଶି ପ୍ରଦାନରେ ବିଳମ୍ବ। ଏହାକୁ ନେଇ ତେଜୁଛି ଚାଷୀ ଅସନ୍ତୋଷ। ଗୋଟିଏ ଖରିଫ୍‌ ଫସଲର ସମୟ ବିତି ଯାଇଥିଲେ ମଧ୍ୟ ତା’ପୂର୍ବ ବର୍ଷର ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ମିଳି ନାହିଁ ।

ଏହାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ସମ୍ବଲପୁର ଜିଲ୍ଲାର ଚାଷୀ। ସେମାନେ ଆଜି ଜିଲ୍ଲାର ୧୭ଟି ସ୍ଥାନରେ ଚକା ଜାମ୍ କରିଛନ୍ତି। ଜିଲ୍ଲାର ୧୭ଟି ସ୍ଥାନରେ ସକାଳ ୧୦ଟାରୁ ଅପରାହଣ ୧ଟା ଯାଏ ଆନ୍ଦୋଳନ କରୁଛନ୍ତି ଚାଷୀ।

ସେମାନେ ଅଭିଯୋଗ କରିଛନ୍ତି, ଠିକ୍ ସମୟରେ ତ’ ଆମେ  ପ୍ରିମିୟମ ଦେଲୁ।  ଅନ୍ୟପଟେ ଫସଲ ହେଲା ନାହିଁ।  ତେବେ ଯଦି ବୀମା ରାଶି ନ ମିଳେ, ତେବେ ଯୋଜନାର ଲାଭ କଣ, ପ୍ରିମିୟମ ଭରିବାର ଲାଭ କ’ଣ ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି ।



from Odisha Reporter https://ift.tt/2CFnndk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages