ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ବନ୍ଦ ହେବ BS-4 ଯାନ ବିକ୍ରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 24, 2018

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ବନ୍ଦ ହେବ BS-4 ଯାନ ବିକ୍ରି

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ୨୦୨୦ ଏପ୍ରିଲ ୧ରୁ ସାରା ଦେଶରେ ଆଉ ବିକ୍ରି ହେବନାହିଁ Bharat Stage IV  ଯାନ। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଉନ୍ନତ ମାନର ଯାନ ବିକ୍ରି ହେବ। ଫଳରେ କୌଣସି ଯାନ ନିର୍ମାତା ବର୍ତ୍ତମାନ ଚାଲୁଥିବା ବିଏସ୍‌ ୪ ଭେହିକିଲ୍‌ ଆଉ ବିକ୍ରି କରିପାରିବେ ନାହିଁ। ସୁପ୍ରିମକୋର୍ଟ ବୁଧବାର ଏହି ନିର୍ଦ୍ଦେଶ ଦେଇଛନ୍ତି

ଜଷ୍ଟିସ୍‌ ମଦନ ବି ଲୋକୁରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଯେତେ ସବୁ ବିଏସ୍‌ ୪ ଯାନ ଅଛି ତାହା ୨୦୨୦ ଏପ୍ରିଲ୍ ୧ ଯାଏ ଯୋର୍ ସୋର୍ ବିକ୍ରି ହେବା ଆରମ୍ଭ ହେବ।

ସୂଚନାଯୋଗ୍ୟ ୨୦୧୭ ଏପ୍ରିଲ୍ ରେ ବିଏସ୍ ୩ ଯାନ ବିକ୍ରି ବନ୍ଦ ହୋଇଯାଇଥିଲା।

ଖାଲି ସେତିକି ନୁହେଁ ସରକାର ୨୦୧୬ରୁ ଘୋଷଣା କରିଛନ୍ତି ଯେ, ୨୦୨୦ରେ ବିଏସ୍ ୪ ବନ୍ଦ ହୋଇଗଲା ପରେ  ବିଏସ୍ ୫ ଯାନ ବି  ଆସିବ ନାହିଁ,ସିଧା ସଳଖ ବିଏସ୍ ୬କୁ ଉନ୍ନୀତ ହେବାକୁ ପଡ଼ିବ।



from Odisha Reporter https://ift.tt/2yvPj0l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages