ସାପର ମୁଣ୍ଡ କଟିଗଲା ପରେ କେତେ ଘଣ୍ଟା ପର୍ଯ୍ୟନ୍ତ ବଞ୍ଚିପାରେ ଜାଣନ୍ତୁ ?   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 13, 2018

ସାପର ମୁଣ୍ଡ କଟିଗଲା ପରେ କେତେ ଘଣ୍ଟା ପର୍ଯ୍ୟନ୍ତ ବଞ୍ଚିପାରେ ଜାଣନ୍ତୁ ?  

ସାପ ନା ଶୁଣିଲେ ସମସ୍ତେ ଚମକି ପଡ଼ନ୍ତି। କାରଣ ଏହା ହେଉଛି ସବୁଠୁ ମାରାତ୍ମକ ଜୀବ।ସାପ କାମୁଡ଼ିଲେ ବଞ୍ଚିବା ଅସମ୍ଭବ। ତେଣୁ ସାପକୁ କୋଲ୍‌ ବ୍ଲଡେଡ୍‌ ପ୍ରାଣୀ ବୋଲି କୁହାଯାଏ। ତେବେ ଆଜି ଆସନ୍ତୁ ସାପକୁ ନେଇ କିଛି ରୋଚକ ତଥ୍ୟ ଜାଣିବା।

୧-ଆପଣ ଜାଣନ୍ତି କି ଯଦି ଆପଣ ସାପର ମୁଣ୍ଡ କାଟିଦିଅନ୍ତି ଭାବିବେ ନି ସେ ମରିଗଲା। କାରଣ ସାପର ବେକ କଟିଲା ପରେ ୧ ଘଣ୍ଟା ପର୍ଯ୍ୟନ୍ତ ଜୀବତ ରହିପାରେ।ଏହି ସମୟରେ ସେ ଡେଇଁ ଦଂଶନ କରିପାରେ କିମ୍ବା ଆପଣଙ୍କ ଶରୀରକୁ ପୂରା ବିଷ ଛାଡ଼ିପାରେ। ଏହି କାରଣରୁ କିଛି ଲୋକ ସାପ ମରିଗଲା ଭାବି କଟା ମୁଣ୍ଡକୁ ଧରି ହଇରାଣରେ ପଡ଼ନ୍ତି।

୨-ସାପ ଦୁଇ ପ୍ରକାରର। ଗୋଟିଏ ହେଲା ବିଷଧର ଯାହାକୁ ପଏଜନ୍ ବା ଭେନମ(venom) କୁହାଯାଏ। ସେହିପରି ବିଷହୀନ ସାପକୁ କଲୁବ୍ରିଡି (colubrididae) କୁହାଯାଏ।

୩-୧୫ କୋଟି ବର୍ଷ ତଳେ ସାପର ପାଦ ମଧ୍ୟ ଥିଲା। କିନ୍ତୁ ବିବର୍ତ୍ତନ ଏବଂ ଜେନେଟିକ୍‌ କାରଣରୁ ସାପର ପାଦ ଧୀରେ ଧୀରେ ବିଲୁପ୍ତ ହୋଇଗଲା।

୪-ପୃଥିବୀରେ ୩ ହଜାର ପ୍ରଜାତିର ସାପ ଅଛନ୍ତି। ଯେଉଁଥିରୁ ୭୦୦ ପ୍ରଜାତିର ଭାରି ବିଷଧର।

୫- ବିଶ୍ୱର ନ୍ୟୁଜିଲାଣ୍ଡ, ଆଣ୍ଟାର୍ଟିକାରେ ସାପ ମିଳନ୍ତି ନାହିଁ। କାରଣ ସାପ ଅତ୍ୟନ୍ତ ଥଣ୍ଡା ଅଞ୍ଚଳରେ ରହିପାରନ୍ତି ନାହିଁ।

୬-ପ୍ରତି ବର୍ଷ ସାପ ଦଂଶନରେ ୧୦୦,୦୦୦ ଲୋକଙ୍କ ମୃତ୍ୟୁ ଘଟିଥାଏ।

୭- ବିଶ୍ୱର ସବୁଠାରୁ ଲମ୍ବା ସାପ ହେଉଛି  ପାଇଥନ୍‌ ରେଟି କୁଲଟସ୍‌(python reticulates)। ଯାହାର ଲମ୍ବ ହେଉଛି ୩୦ ଫୁଟ୍‌।

୮-ସାପ ଦିନର ୩ଥର ନିଜର ଚମଡ଼ା ବଦଳାଇଥାଏ।

୯-ସାପ ବିଷରୁ କର୍କଟ ରୋଗ ପାଇଁ ଔଷଧ ତିଆରି କରାଯାଇଥାଏ।

୧୦-୧୦ଟି ଗୋଖର ସାପରୁ ୧ଗ୍ରାମ ବିଷ ବାହାରିଥାଏ। ଯାହାର ମୂଲ୍ୟ ବହୁ ଅଧିକ।



from Odisha Reporter https://ift.tt/2RPGp4Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages