ମହିଳାଙ୍କ ତୁଳନାରେ ପୁରୁଷଙ୍କ ମସ୍ତିଷ୍କ କେତେ ବଡ଼ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 3, 2018

ମହିଳାଙ୍କ ତୁଳନାରେ ପୁରୁଷଙ୍କ ମସ୍ତିଷ୍କ କେତେ ବଡ଼ ?

ପୃଥିବୀରେ ସବୁଠୁ ବିକଶିତ ପ୍ରାଣୀ ହେଉଛି ମଣିଷ। ଏହାର କାରଣ ହେଉଛି ବ୍ରେନ୍‌। କାରଣ ଅନ୍ୟ ଜୀବଠାରୁ ମଣିଷର ବ୍ରେନ୍‌ ବା ମସ୍ତିଷ୍କ ହେଉଛି ଭିନ୍ନ। ତେବେ ଏହି ବ୍ରେନ୍‌ ବିଷୟରେ ଅନେକ ରୋଚକ ତଥ୍ୟ ଅଛି। ଯାହା ସମସ୍ତେ ଅବଗତ ହେବା ଉଚିତ୍‌। ଆମର ବୈଜ୍ଞାନିକମାନେ ଗବେଷଣା କରି ଦୈନିକ ନୂଆ ନୂଆ ତଥ୍ୟ ଆବିଷ୍କାର କରୁଛନ୍ତି। ବେଳେ ବେଳେ ଅଧିକ ଟିକେ କାମ କଲେ ଆମେ କହିଥାଉ ଆଜି ଆମ ବ୍ରେନ୍‌ କାମ କରୁନାହିଁ। କିନ୍ତୁ ପ୍ରକୃତରେ ଆମ ମସ୍ତିଷ୍କ କେବେ ଥକେ ନାହିଁ।

  • ଯଦି ୫ରୁ ୧୦ ମିନିଟ୍‌ ପର୍ଯ୍ୟନ୍ତ ମସ୍ତିଷ୍କରେ ଅମ୍ଲଜାନ ଅଭାବ ରହିଯାଏ ତେଣୁ ସବୁଦିନ ପାଇଁ ଏହା ଅଚଳ ହୋଇପାରେ।
  • ମସ୍ତିଷ୍କ ହେଉଛି ସମ୍ପୂର୍ଣ୍ଣ ଶରୀରର ୨ ପ୍ରତିଶତ। କିନ୍ତୁ ଏହା ପୂରା ଶରୀରର ୨୦ ପ୍ରତିଶତ ରକ୍ତ ଏବଂ ଅମ୍ଲଜାନ ଏକା ବ୍ୟବହାର କରିଥାଏ।
  • ମସ୍ତିଷ୍କରେ ସର୍ବମୋଟ୍‌ ୮୬ ବିଲିୟନ୍ କୋଶିକା ରହିଛି।
  • ମସ୍ତିଷ୍କରେ ସୂଚନା ପ୍ରତି ଘଣ୍ଟାରେ ୨୬୮ ମିଲ୍ ସ୍ପିଡ୍‌ରେ ଏପଟ ସେପଟ ହୋଇ ବୁଲିଥାଏ।
  • ଆମ ମସ୍ତିଷ୍କ ୧୨ରୁ ୨୫ ୱାଟ୍‌ ପର୍ଯ୍ୟନ୍ତ ବିଜୁଳି ଶକ୍ତି ଉତ୍ପର୍ଣ୍ଣ କରିବାର କ୍ଷମତା ରହିଛି।
  • ଗୋଟିଏ ଦିନରେ ଆମ ମସ୍ତିଷ୍କରେ ୫୦,୦୦୦ ବିଚାର ଆସେ। ଆଉ ସେଥିରୁ ୭୦ ପ୍ରତିଶତ ବିଚାର ନକରାତ୍ମକ ହୋଇଥାଏ। ମସ୍ତିଷ୍କରେ ପ୍ରତି ସେକେଣ୍ଡରେ ୧ ଲକ୍ଷରୁ ଅଧିକ କେମିକାଲ ରିଏକ୍ସନ୍‌ ହୋଇଥାଏ। ଆଉ ଏହି କେମିକାଲ ରିଏକ୍ସନ ହିସାବରେ ଆମ ମସ୍ତିଷ୍କ କାମ କରିଥାଏ।
  • ମହିଳାଙ୍କ ତୁଳନାରେ ପୁରୁଷଙ୍କ ବ୍ରେନ୍‌ ୧୦ ପ୍ରତିଶତ ବଡ଼ ହୋଇଥାଏ।
  • ମହାନ ବୈଜ୍ଞାନିକ ଆଇନ୍‌ଷ୍ଟାଇନଙ୍କ ମସ୍ତିଷ୍କ ସାଧାରଣ ମଣିଷଙ୍କ ବ୍ରେନ୍‌ଙ୍କଠାରୁ ୧୦ ପ୍ରତିଶତ ଛୋଟ ଥିଲା।
  • ସ୍ପର୍ମ ହୁଇଲ ମସ୍ତିଷ୍କ ସବୁଠୁ ବଡ଼ ଅର୍ଥାତ ୧୭ ପାଉଣ୍ଡ ହୋଇଥାଏ।
  • ମଣିଷର ମସ୍ତିଷ୍କ ସମୟ ଅନୁସାରେ ଛୋଟ ହୋଇଥାଏ। ଆଜକୁ ୧୦ହଜାର-୧୨ ହଜାର ବର୍ଷ ପୂର୍ବେ ମଣିଷର ମସ୍ତିଷ୍କ ଏକ ଟେନିସ୍‌ ବଲ୍‌ ଭଳି ଆକାର ଥିଲା।
  • ମସ୍ତିଷ୍କ ବିଷୟରେ ସବୁଠାରୁ ରୋଚକ ତଥ୍ୟ ହେଉଛି ଏହା ୬୦୦୦ ବର୍ଷ ପୂର୍ବେ ସୁମେରରୁ ମିଳିଥିଲା।


from Odisha Reporter https://ift.tt/2SBxXHP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages