ଆସିବ ‘ୟେ ହୈ ମୋହବତେଁ’ର ପାର୍ଟ ୨ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 23, 2018

ଆସିବ ‘ୟେ ହୈ ମୋହବତେଁ’ର ପାର୍ଟ ୨

ମୁମ୍ବାଇ:  ଟିଭି ଶୋ’ ‘ୟେ ହୈ ମୋହବତେଁ’ରେ ଏବେ ନୂଆ ଟର୍ଣ୍ଣ ଓ ଟ୍ୱିଷ୍ଟ୍‌ ଦେଖିବାକୁ ମିଳୁଛି। ଶୋ’ରେ ଏବେ ଆଲିଆ ଓ ରୁହିଙ୍କ ବାହାଘରକୁ ନେଇ ହୋଇଥିବା ଷଡ଼ଯନ୍ତ୍ର ବିଷୟରେ ଜଣା ପଡ଼ିଯାଇଛି। ଏହା ପରେ ସେମାନଙ୍କୁ ସେମାନଙ୍କ ହକ୍‌ ଦେବା ପାଇଁ ଆଲିଆ ଓ ରୁହିଙ୍କ ମା’ ଏକ ନୂଆ ଯୋଜନା କରୁଛନ୍ତି। ଏହି ସବୁ ଡ୍ରାମା ଭିତରେ ଏବେ ଖବର ଆସୁଛି ଯେ ଶୋ’ ଖୁବ୍‌ଶୀଘ୍ର ବନ୍ଦ ହୋଇପାରେ।

ରିପୋର୍ଟ ମୁତାବକ, ଏହି ଶୋ’ ଆସନ୍ତା ବର୍ଷ ଜାନୁଆରୀ ମାସରେ ବନ୍ଦ ହୋଇଯିବ। ଏକଥା ଶୁଣିବା ପରେ ‘ୟେ ହୈ ମୋହବତେଁ’ର ଫ୍ୟାନ୍‌ମାନେ ନିରାଶ ହୋଇଯିବେଣି। କିନ୍ତୁ ଏଥିରେ ନିରାଶ ହେବାରେ କିଛି ନାହିଁ। ଫ୍ୟାନ୍‌ମାନଙ୍କ ପାଇଁ ଆଉ ଏକ  ଖୁସି ଖବର ବି ଅଛି।

ରିପୋର୍ଟ ମୁତାବକ,  ଏହି ଧାରବାହିକର ନୂଆ ସିଜିନ୍‌ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି।  ଏଥିପାଇଁ କଥାବାର୍ତ୍ତା ଚାଲିଛି। ନୂଆ କାହାଣୀ ସହ ଏହି ଶୋ’ ପୂରା ଧମାକେଦାର କମ୍‌ ବ୍ୟାକ୍‌ କରିବ।

 



from Odisha Reporter https://ift.tt/2R4MbzE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages