୭ ଗୋରୁ ଜୀବନ୍ତ ଦଗ୍ଧ, ୬ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 28, 2018

୭ ଗୋରୁ ଜୀବନ୍ତ ଦଗ୍ଧ, ୬ ଗୁରୁତର

cow1

ବ୍ରହ୍ମଗିରି (ରବିନାରାୟଣ ପୂଜାରୀ): ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ହାଣ୍ଡିଆଳି ଗାଁରେ ଗତକାଲି ବିଳମ୍ବିତ ରାତିରେ ଅଖାରି ବେହେରାଙ୍କ ଗୁହାଳରେ ନିଆଁ ଲାଗି ଯିବାରୁ ୭ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ୬ଟି ଗୋରୁଙ୍କ ଅବସ୍ଥା ଗୁରୁତର ରହିଛି।

ଅଗ୍ନିକାଣ୍ଡରେ ଗୁହାଳଟି ପୂରା ପାଉଁଶ ହୋଇଯାଇଛି। ବ୍ରହ୍ମଗିରି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ।

ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ତେବେ ଗୁହାଳ ଘରୁ ମଶାଙ୍କୁ ଘଉଡ଼ାଇବାକୁ ଦିଆଯାଇଥିବା ଧୂଆଁରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।



from Odisha Reporter https://ift.tt/2TUxCAI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages