ଦୀପିକା ବାହାଘରରେ ପିନ୍ଧିବେ ଏତିକି ଟଙ୍କାର ଗହଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 13, 2018

ଦୀପିକା ବାହାଘରରେ ପିନ୍ଧିବେ ଏତିକି ଟଙ୍କାର ଗହଣା

ମୁମ୍ବାଇ:ଦୀପ୍‌ବୀର୍‌ଙ୍କ ବାହାଘର ଯେତିକି ପାଖେଇ ଆସୁଛି ଫ୍ୟାନ୍‌ଙ୍କ ଭିତରେ ଉତ୍ସାହ ସେତିକି ବଢ଼ିବାରେ ଲାଗିଛି। ଦୀପିକା କ’ଣ ପିନ୍ଧିବେ କେମିତି ଦେଖାଯିବେ  ଓ ତାର ଦାମ୍‌ କେତେ ଏମିତି ଅନେକ କିଛି। ତେବେ ବାହାଘରରେ ଦୀପିକା ପିନ୍ଧିବାକୁ ଥିବା ଅଳଙ୍କାର ମୂଲ୍ୟ କେତେ ଆଜି ଆମେ ଆପଣଙ୍କୁ କହିବୁ।

ନିକଟରେ ସେ ଇଟାଲୀ ଯିବା ପୂର୍ବରୁ ସପିଂ କରୁଥିଲେ। ଖବର ମୁତାବକ ସେ ମୁମ୍ବାଇର ଅନ୍ଧେରୀ ସ୍ଥିତ ଏକ ଅଳଙ୍କାର ଦୋକାନରୁ  ନିଜ ପାଇଁ ଏକ ମଙ୍ଗଳ ସୂତ୍ର କିଣିଥିଲେ। ଯାହାର ମୂଲ୍ୟ ୨୦ ଲକ୍ଷ ଟଙ୍କା।

ତେବେ ଏବେ ଦୀପିକା ନିଜ ବାହାଘରରେ କେତେ ଟଙ୍କାର ଅଳଙ୍କାର ପିନ୍ଧିବେ ତାହା ଜଣା ପଡ଼ିଛି। ଜାଣିଛନ୍ତି ସେ ତାଙ୍କ ବିବାହର ୧କୋଟି ଟଙ୍କାର ଅଶଙ୍କାର ପିନ୍ଧିବେ ଯେଉଁଥିରେ ୨୦ ଲକ୍ଷ ଟଙ୍କା ସାମିଲ୍‌ ଅଛି। ମଙ୍ଗଳସୂତ୍ର ଛଡ଼ା ଦୀପିକା ନିଜ ପାଇଁ ଏକ ବଡ଼ ହାର ବି କିଣିଛନ୍ତି ଯାହା ସେ ତାଙ୍କ ବହାଘରରେ ପିନ୍ଧିବେ।ଏହି ହାର ବ୍ୟତୀତ ସେ ଆହୁରି ଛୋଟ ଛୋଟ ହାର କିଣିଛନ୍ତି। ଏହା ସହ ଦୀପିକା ଭାରତୀୟ ବାହାଘରରେ ବ୍ୟବହାର ହେଉଥିବା କିଛି ପାରମ୍ପରିକ ଗହଣା ବି କିଣିଛନ୍ତି। ନିଜ ଅଳଙ୍କାର ସହ ଦୀପିକା ନିଜ ଭାବିସ୍ୱାମୀ ରଣବୀର ସିଂହଙ୍କ ପାଇଁ ବି ୨୦୦ ଗ୍ରାମ୍‌ର ଏକ ଚେନ୍‌ କିଣିଥିଲେ।



from Odisha Reporter https://ift.tt/2z6tYL8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages