ସଲମାନଙ୍କ ନମ୍ବର ମାଗି ନ ପାଇବାରୁ ଏମିତି କାମ କଲେ ଫ୍ୟାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 20, 2018

ସଲମାନଙ୍କ ନମ୍ବର ମାଗି ନ ପାଇବାରୁ ଏମିତି କାମ କଲେ ଫ୍ୟାନ୍‌

ମୁମ୍ବାଇ: ବଲିଉଡ୍‌ ଦବଙ୍ଗ ଖାନ୍‌ ସଲମାନ ଖାନ୍‌ଙ୍କ କେବଳ ଦେଶରେ କାହିଁକି, ସାରା ବିଶ୍ୱରେ କୋଟି କୋଟି ଫ୍ୟାନ୍‌ ଅଛନ୍ତି। ସଲମାନଙ୍କ ଟିକିଏ ଝଲ୍‌କ ପାଇବାକୁ ଏମାନେ ସର୍ବଦା ଚାତକ ଭଳି ଚାହିଁ ରହିଥାଆନ୍ତି। ହେଲେ ଉତ୍ତରପ୍ରଦେଶରେ ଥିବା ସଲମାନଙ୍କ ଜଣେ ଅଜବ ଫ୍ୟାନ୍‌ ଗଜବ ହରକତ କରିଛନ୍ତି। ଉକ୍ତ ଫ୍ୟାନ୍‌ଙ୍କ ନାଁ ଶାହାରୁଖ ନଵୀ ଓରଫ୍‌ ଶେରା।

ସେ ପ୍ରଥମେ ସଲମାନଙ୍କ ବାପା ସଲିମ୍‌ ଖାନ୍‌ଙ୍କୁ ଯୋଗାଯୋଗ କରିଥିଲେ। ସୋଶାଲ୍‌ ମିଡିଆରୁ ସେ ସଲିମଙ୍କ ନମ୍ବର ପାଇଥିଲେ। ଏହାପରେ ସେ ସଲମାନଙ୍କ ନମ୍ବର ଦେବାକୁ ସଲିମ୍‌ଙ୍କୁ କହିଥିଲେ। ହେଲେ ସଲିମ ଏହା ନ କରିବାରୁ ଶାହାରୁଖ ତାଙ୍କୁ ଧମକ ଦେବା ସହ ମାଡ଼ ମାରିବା ବୋଲି ଧମକ ଦେଇଥିଲେ। ଏଥିସହ ସେ ନିଜକୁ ଗ୍ୟାଙ୍ଗଷ୍ଟର ଛୋଟା ସକିଲର ସହଯୋଗୀ ବୋଲି ମଧ୍ୟ କହିଥିଲେ।

ଏହାପରେ ସଲିମ ଓ ତାଙ୍କ ମ୍ୟାନେଜର ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ। ଶାହାରୁଖର ଘର ଉତ୍ତର ପ୍ରଦେଶର ହୋଇଥିଲେ ହେଁ ସେ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ରହୁଥିଲେ। ପୁଲିସ୍‌ ତାକୁ ଏବେ ଅଟକ ରଖି ପଚରାଉଚରା କରୁଛି।



from Odisha Reporter https://ift.tt/2A78cqj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages