ବଜାରରେ ମିଳୁଛି ତୈମୁର କଣ୍ଢେଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 20, 2018

ବଜାରରେ ମିଳୁଛି ତୈମୁର କଣ୍ଢେଇ

ମୁମ୍ୱାଇ: ସୈଫ୍‌ ଅଲ୍ଲି ଖାନ୍‌ ଓ କରିନା କପୁର୍‌ଙ୍କ ପୁଅ ତୈମୁର୍‌ ଅଲ୍ଲି ଖାନ୍‌ଙ୍କ ଲୋକପ୍ରିୟତା ଧିରେ ଧିରେ ବଢ଼ିବାରେ ଲାଗିଛି। ସୋଶାଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ତୈମୁର୍‌ଙ୍କ ଗୋଟିଏ ଫଟୋ ୧୫୦୦ ଟଙ୍କାରେ ମିଳୁଥିଲା ବୋଲି ବି ଆପଣ ଜାଣିଥିବେ।

ବର୍ତ୍ତମାନ ତୈମୁର୍‌ଙ୍କ ଚିତ୍ର ଥିବା କଣ୍ଢେଇ ମଧ୍ୟ ବଜାରରେ ମିଳୁଛି। ଯାହା ସୋଶାଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ତୈମୁର୍‌ କ୍ୟୁଟ୍‌ନେସ୍‌ ଲୋକଙ୍କୁ ଆକର୍ଷିତ କରୁଛି। ସେଥିପାଇଁ ଏକ କମ୍ପାନୀ ତୈମୁର୍‌ ଚିତ୍ର ଥିବା କଣ୍ଢେଇ ଡିଜାଇନ୍‌ କରିଛି। ପ୍ରଯୋଜକ ଅଶ୍ୱିନୀ ୟାର୍‌ଡି ଏହି କଣ୍ଢେଇଟିକୁ ସୋଶାଲ ମିଡିଆରେ ଶେୟାର୍‌ କରିଛନ୍ତି। ଯାହା ବିଲ୍‌କୁଲ୍‌ ତୈମୁର୍‌ଙ୍କ ପରି ହିଁ ଦେଖାଯାଉଛି। ଏହି କଣ୍ଢେଇଟି କେରଳର ଏକ ଷ୍ଟୋର୍‌ରେ ମିଳୁଛି ବୋଲି ଅଶ୍ୱିନୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି।



from Odisha Reporter https://ift.tt/2QVAk71

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages