ଗ୍ୟାସ୍‌ ସିଲିଣ୍ଡର ଫାଟି ମା’ ଓ ପୁଅଝିଅ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 14, 2018

ଗ୍ୟାସ୍‌ ସିଲିଣ୍ଡର ଫାଟି ମା’ ଓ ପୁଅଝିଅ ମୃତ

fire

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ୟାସ୍ ସିଲିଣ୍ଡର ଫାଟି ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଚମ୍ପା ମେହେର (୪୨) ଏବଂ ତାଙ୍କ ଝିଅ ସୁନିତା (୮) ଓ ପୁଅ ଅମିତ(୫)।

ସୂଚନାଯୋଗ୍ୟ,  ଧର୍ମଗଡ଼ ନିକଟ ଥନଟ ଗାଁର ଅଜିତ୍ ମେହେରଙ୍କ ପତ୍ନୀ ଆଜି ସକାଳେ ରୋଷେଇ କରୁଥିଲେ। ଏହି ସମୟରେ ୫ କେଜି ବିଶିଷ୍ଟ ଗ୍ୟାସ୍‌ ସିଲିଣ୍ଡରଟି ଫାଟି ଯାଇ ବିସ୍ଫୋରଣ ହୋଇଥିଲା। ଏଥିରେ ମାଆ ଓ ଦୁଇ ପୁଅ ଝିଅଙ୍କ ଶୋଚନୀୟ ମୃତ୍ୟୁ ଘଟିଛି।

ତେବେ ତାଙ୍କ ବଡ଼ ଝିଅ ଘଟଣା ସମୟରେ ଗାଧୋଇବାକୁ ଯାଇଥିବାରୁ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଛନ୍ତି। ଏହାସହ ତାଙ୍କ ବାପା ବହି ବିକ୍ରି କରିବାକୁ ହାଟକୁ ଯାଇଥିବାରୁ ଘରେ ନଥିଲେ।



from Odisha Reporter https://ift.tt/2zSPW41

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages