କୋଉଠି ରହିବ ସୁନ୍ଦରୀ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 8, 2018

କୋଉଠି ରହିବ ସୁନ୍ଦରୀ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)କେଉଁଠି ରହିବ ବାଘୁଣୀ ସୁନ୍ଦରୀ । ସାତକୋଶିଆ ନା ନନ୍ଦନକାନନରେ ଅବା ମଧ୍ୟପ୍ରଦେଶର ବାନ୍ଧବଗଡ଼କୁ ଫେରିଯିବ ତାକୁ ନେଇ ଉପୁଜିଛି ଦ୍ୱନ୍ଦ୍ୱ ।

ସୁନ୍ଦରୀକୁ ନନ୍ଦନକାନନରେ ରଖାଯିବା ପ୍ରସ୍ତାବକୁ ନାପସନ୍ଦ କରିଛନ୍ତି ସେଣ୍ଟ୍ରାଲ ଜୁ ଅଥରିଟି । ଜଙ୍ଗଲରୁ ଧରା ଯାଇଥିବା ପଶୁଙ୍କୁ ଚିଡିଆଖାନାରେ ରଖାଯାଇ ପାରିବ ନାହିଁ ବୋଲି ପିସିସିଏଫ୍‌ ସେଣ୍ଟ୍ରାଲ ଜୁ ଅଥରିଟିର ସଦସ୍ୟ ସଚିବ ଡି.ଏନ୍. ସିଂହ ଚିଠି ଲେଖି ଜଣାଇଛନ୍ତି । ଏହା ହେଲେ ଜାତୀୟ ଚିଡ଼ଇାଖାନା ନୀତି-୧୯୯୮ର ବିରୁଧାଚରଣ ହେବ। ବହୁ କସରତ ପରେ ଗତ ମଙ୍ଗଳବାର ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରି କାବୁ କରାଯାଇଥିଲା। ତାକୁ ଏବେ ରାଇଗୋଡ଼ା ଏନ୍‌କ୍ଲୋଜରରେ ରଖାଯାଇ ଆଚରଣ ଅନୁଧ୍ୟାନ କରାଯାଉଛି।



from Odisha Reporter https://ift.tt/2PLhGkN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages