ଶରୀରରେ କେମିତି ରକ୍ତ ବୃଦ୍ଧି ହୋଇ ପାରିବ, ଜାଣନ୍ତୁ କିଛି ଉପାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 14, 2018

ଶରୀରରେ କେମିତି ରକ୍ତ ବୃଦ୍ଧି ହୋଇ ପାରିବ, ଜାଣନ୍ତୁ କିଛି ଉପାୟ

ଆମ ଶରୀରରେ ରକ୍ତ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଅମ୍ଲଜାନ ଭଳି ରକ୍ତ ଆମ ଶରୀରରେ ସେଲ ଗୁଡ଼ିକରେ ପ୍ରବାହିତ ହୋଇଥାଏ। ଏହି ରକ୍ତ ଅଭାବରୁ ମଣିଷ ଅନେକ ରୋଗରେ ପୀଡ଼ିତ ହୋଇଥାଏ। ସିକିଲ ସେଲ, ଆନେମିଆ ଆଦି ବିଭିନ୍ନ ରୋଗ ହେବାର ଆଶଙ୍କା ଥାଏ। ରକ୍ତହୀନତାରୁ ଶରୀରରେ ରୋଗପ୍ରତିରୋଧକ ଶକ୍ତି କମିଯାଏ। ଏହି କାରଣରୁ ବେଳେ ବେଳେ ରୋଗୀ ମୃତ୍ୟୁମୁଖରେ ପଡ଼ିଥାଏ। ତେବେ ଶରୀରରେ କିପରି ରକ୍ତ ବା ହିମଗ୍ଳୋବିନ ବୃଦ୍ଧି କରିହେବ ଆସନ୍ତୁ ଜାଣିବା।

୧- ଜାମୁକୋଳିରେ କ୍ୟାଲସିୟମ, ପୋଟାସିୟମ, ଆଇରନ୍‌ ଓ ଭିଟାମିନ୍ସ  ଭଳି ପୋଷକ ତତ୍ତ୍ୱ ରହିଛି। ଏହାକୁ ଖାଇଲେ ରକ୍ତ ବୃଦ୍ଧି ହୋଇଥାଏ।

୨- ସୁଜିରେ ଅଧିକ ମାତ୍ରାରେ ଆଇରନ୍‌ ରହିଛି। ଏହା ଆନେମିଆ ବା ରକ୍ତହୀନତା ରୋଗଗରୁ ମୁକ୍ତି ଦେଇଥାଏ।

୩- ଏକ ଗ୍ଲାସ ଅଙ୍ଗୁର ଜୁସରେ ୨ ଚାମଚ ମହୁ ମିଶାଇ ପିଅନ୍ତୁ । ଏହା ଦ୍ୱାରା ରକ୍ତ ହୀନତା ଦୂର ହୋଇଯିବ ।

୪- ପାଳଙ୍ଗରେ ଆଇରନ, ଫାଇବର, କ୍ୟାଲସିୟମ ମାତ୍ରା ଅଧିକ ରହିଛି। ଯାହା ରକ୍ତ ବୃଦ୍ଧି କରିବାରେ ସହାୟକ ହୋଇଥାଏ।

୫- ସେହିପରି ହିମଗ୍ଳୋବିନ୍‌ ବୃଦ୍ଧି ପାଇଁ ମକା ବେଶ ଉପଯୋଗୀ।



from Odisha Reporter https://ift.tt/2qOx0iC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages