ବିଶ୍ୱ ଜୁନିୟର ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌: ସେମିରେ ଲକ୍ଷ୍ୟ ସେନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 17, 2018

ବିଶ୍ୱ ଜୁନିୟର ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌: ସେମିରେ ଲକ୍ଷ୍ୟ ସେନ

ମାରଖମ(କ୍ୟାନାଡା): ବିଡବ୍ଲ୍ୟୁଏଫ୍‌ ବିଶ୍ୱ ଜୁନିୟର ବ୍ୟାଡ୍‌ମିଣ୍ଟନ୍‌ ଚାମ୍ପିୟନଶିପ୍‌ରେ ଭାରତର ଲକ୍ଷ୍ୟ ସେନ୍‌ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ସେ କ୍ୱାର୍ଟର ଫାଇନାଲରେ ମ୍ୟାଲେସିୟାର ଅଦିଲ ଶୋଲେ ଅଲୀ ସାଦିକିନ୍‌ଙ୍କୁ ସିଧାସଳଖ ୨୧-୮ ଓ ୨୧-୧୮ରେ ପରାସ୍ତ କରି ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ବିଶ୍ୱର ୩ ନଂ ଖେଳାଳି ଲକ୍ଷ୍ୟ ଆରମ୍ଭରୁ ନିଜର ଦବଦବା ପ୍ରଦର୍ଶନ କରିଥିଲେ। ମାତ୍ର ୩୧ ମିନିଟ୍‌ରେ ସେ ମ୍ୟାଚ୍‌ଟି ଶେଷ କରିଦେଇଥିଲେ।

ସେମିଫାଇନାଲ୍‌ରେ ଲକ୍ଷ୍ୟଙ୍କ ମୁକାବିଲା ଟପ୍‌ ସିଡ୍‌ ଥାଇଲ୍ୟାଣ୍ଡର କୁନଲାଭୁଟ ଭିତିଦସରନଙ୍କ ସହ ହେବ।



from Odisha Reporter https://ift.tt/2PAqOcW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages